• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
କ୍ରମିକ ସଂଖ୍ୟା ବିଷୟ ବର୍ଣ୍ଣନା ପ୍ରକାର ଦେଖନ୍ତୁ/ଡାଉନଲୋଡ୍
41 ଢେଙ୍କାନାଳ ଜିଲ୍ଲାର ଓଡ଼ିଶା ଆଦର୍ଶ ବିଦ୍ୟାଳୟ, କଙ୍କଡାହାଡ ଏବଂ ଭୁବନ ଛାତ୍ରାବାସ ଓ ଛାତ୍ରୀନିବାସ ରେ ଚୁକ୍ତିଭିତ୍ତିକ ନିଯୋଜନ ନିମନ୍ତେ ଯୋଗ୍ୟ ପାର୍ଥୀ/ପାର୍ଥୀନୀଙ୍କ ଠାରୁ ଦରଖାସ୍ତ ଆହ୍ଵାନ କରାଯାଉଛି ।

ଢେଙ୍କାନାଳ ଜିଲ୍ଲାର ଓଡ଼ିଶା ଆଦର୍ଶ ବିଦ୍ୟାଳୟ, କଙ୍କଡାହାଡ ଏବଂ ଭୁବନ  ଛାତ୍ରାବାସ ଓ ଛାତ୍ରୀନିବାସ ରେ ବିଭିନ୍ନ ପଦବୀ ଗୁଡିକରେ ଚୁକ୍ତିଭିତ୍ତିକ ନିଯୋଜନ ନିମନ୍ତେ ଯୋଗ୍ୟ ପାର୍ଥୀ/ପାର୍ଥୀନୀଙ୍କ ଠାରୁ ନିର୍ଧାରିତ ଫର୍ମରେ ଦରଖାସ୍ତ ଆହ୍ଵାନ କରାଯାଉଛି ।

Advertisement OAV Advertisement (1.07 MB) View
42 ଗନ୍ଦିଆ ତହସିଲ ଅନ୍ତର୍ଗତ ଅସନବାହାଲି ମୌଜାଠାରେ M/s MKD Eco Clean Pvt. Ltd. ଦ୍ୱାରା ପ୍ରସ୍ତାବିତ ସାଧାରଣ ଜୈବ-ଚିକିତ୍ସା ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର (CBWTF) ପ୍ରତିଷ୍ଠା ନିମନ୍ତେ ଅନୁଷ୍ଠିତ ଜନ ଶୁଣାଣିର ବିବରଣୀ।

ଗନ୍ଦିଆ ତହସିଲ ଅନ୍ତର୍ଗତ ଅସନବାହାଲି ମୌଜାଠାରେ M/s MKD Eco Clean Pvt. Ltd. ଦ୍ୱାରା ପ୍ରସ୍ତାବିତ ସାଧାରଣ ଜୈବ-ଚିକିତ୍ସା ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର (CBWTF) ପ୍ରତିଷ୍ଠା ନିମନ୍ତେ ଅନୁଷ୍ଠିତ ଜନ ଶୁଣାଣିର ବିବରଣୀ।

Documents (7.01 MB) 5041 ଗନ୍ଦିଆ ତହସିଲ ଅନ୍ତର୍ଗତ ଅସନବାହାଲି ମୌଜାଠାରେ M/s MKD Eco Clean Pvt. Ltd. ଦ୍ୱାରା ପ୍ରସ୍ତାବିତ ସାଧାରଣ ଜୈବ-ଚିକିତ୍ସା ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର (CBWTF) ପ୍ରତିଷ୍ଠା ନିମନ୍ତେ ଅନୁଷ୍ଠିତ ଜନ ଶୁଣାଣିର ବିବରଣୀ। View
43 ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଗନ୍ଦିଆ ସିଭିଲ୍ କାର୍ଯ୍ୟ ସମ୍ପାଦନ ପାଇଁ ବିଡ୍-ଆଇଡି ନଂ. ୦୨/୨୦୨୫-୨୬ ଜରିଆରେ ବିଡ୍/ଟେଣ୍ଡର ଆହ୍ୱାନ କରୁଛନ୍ତି।

ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଗନ୍ଦିଆ ସିଭିଲ୍ କାର୍ଯ୍ୟ ସମ୍ପାଦନ ପାଇଁ ବିଡ୍-ଆଇଡି ନଂ. ୦୨/୨୦୨୫-୨୬ ଜରିଆରେ ବିଡ୍/ଟେଣ୍ଡର ଆହ୍ୱାନ କରୁଛନ୍ତି।

Tender (1.74 MB) Tender notice Gondia Block ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଗନ୍ଦିଆ ସିଭିଲ୍ କାର୍ଯ୍ୟ ସମ୍ପାଦନ ପାଇଁ ବିଡ୍-ଆଇଡି ନଂ. ୦୨/୨୦୨୫-୨୬ ଜରିଆରେ ବିଡ୍/ଟେଣ୍ଡର ଆହ୍ୱାନ କରୁଛନ୍ତି। Sadangi (873.62 KB) , Pingua Degree College (879.58 KB) , Kapilash Mahavidyalaya (876.95 KB) , GPLF Poruhakhoj (887.4 KB) , GPLF Letheka (884.99 KB) View
44 ଢେଙ୍କାନାଳ CDM&PHO କାର୍ଯ୍ୟାଳୟ ଦ୍ୱାରା ୧୧ ମାସିଆ ଚୁକ୍ତିଭିତ୍ତିକ ସ୍ଥିର ଦରମା ମାଧ୍ୟମରେ ବିଶେଷଜ୍ଞ ଏବଂ ଅତି-ବିଶେଷଜ୍ଞ ପଦବୀ (ଅଂଶକାଳୀନ/ପୂର୍ଣ୍ଣକାଳୀନ) ପୂରଣ ପାଇଁ Walk-in-Interview ଆହ୍ୱାନ କରାଯାଇଛି।

ଢେଙ୍କାନାଳ CDM&PHO କାର୍ଯ୍ୟାଳୟ ଦ୍ୱାରା ୧୧ ମାସିଆ ଚୁକ୍ତିଭିତ୍ତିକ ସ୍ଥିର ଦରମା ମାଧ୍ୟମରେ ବିଶେଷଜ୍ଞ ଏବଂ ଅତି-ବିଶେଷଜ୍ଞ  ପଦବୀ (ଅଂଶକାଳୀନ/ପୂର୍ଣ୍ଣକାଳୀନ) ପୂରଣ ପାଇଁ Walk-in-Interview ଆହ୍ୱାନ କରାଯାଇଛି। ସାକ୍ଷାତକାରର ତାରିଖ: ୩୧-୦୩-୨୦୨୬

Recruitment 1051 (157.21 KB) , Form (164.4 KB) , Instruction (83.52 KB) View
45 କାମାକ୍ଷାନଗର ବିଜ୍ଞପିତ ଅଞ୍ଚଳ ପରିଷଦ (NAC) ଦ୍ୱାରା ବିଜ୍ଞପ୍ତି ସଂଖ୍ୟା ୧୦୧୯, ତାରିଖ: ୧୮-୦୩-୨୦୨୬ ଅନୁଯାୟୀ ଟେଣ୍ଡର ଆହ୍ୱାନ କରାଯାଇଅଛି । Tender (1.6 MB) 1019 କାମାକ୍ଷାନଗର ବିଜ୍ଞପିତ ଅଞ୍ଚଳ ପରିଷଦ (NAC) ଦ୍ୱାରା ବିଜ୍ଞପ୍ତି ସଂଖ୍ୟା ୧୦୧୯, ତାରିଖ: ୧୮-୦୩-୨୦୨୬ ଅନୁଯାୟୀ ଟେଣ୍ଡର ଆହ୍ୱାନ କରାଯାଇଅଛି । View
46 ତା ୧୫.୦୧.୨୦୨୬ ସୁଦ୍ଧା ଢେଙ୍କାନାଳ ଜିଲ୍ଲାର ଗ୍ରୁପ-ସି ଏବଂ ଗ୍ରୁପ-ଡି କର୍ମଚାରୀଙ୍କ କ୍ରମିକତା ତାଲିକା ପ୍ରକାଶନ।

ତା ୧୫.୦୧.୨୦୨୬ ସୁଦ୍ଧା ଢେଙ୍କାନାଳ ଜିଲ୍ଲାର ଗ୍ରୁପ-ସି  ଏବଂ ଗ୍ରୁପ-ଡି  କର୍ମଚାରୀଙ୍କ କ୍ରମିକତା ତାଲିକା ପ୍ରକାଶନ।

Announcements 699 (8.25 MB) View
47 ତା ୩୧-୦୭-୨୦୨୫ ସୁଦ୍ଧା ରାଜସ୍ୱ କ୍ଷେତ୍ର କର୍ମଚାରୀଙ୍କ ଚୂଡ଼ାନ୍ତ କ୍ରମିକତା ତାଲିକା ପ୍ରକାଶନ।

ତା ୩୧-୦୭-୨୦୨୫ ସୁଦ୍ଧା ରାଜସ୍ୱ କ୍ଷେତ୍ର କର୍ମଚାରୀଙ୍କ ଚୂଡ଼ାନ୍ତ କ୍ରମିକତା ତାଲିକା ପ୍ରକାଶନ।

Announcements 688 (6.2 MB) View
48 ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଢେଙ୍କାନାଳ, ନିର୍ମାଣ କାର୍ଯ୍ୟ ପାଇଁ ଇ-ଟେଣ୍ଡର ଆହ୍ୱାନ ବିଜ୍ଞପ୍ତି ସଂଖ୍ୟା-୦୩/୨୦୨୫-୨୬ ଜରିଆରେ ଟେଣ୍ଡର ଆହ୍ୱାନ କରୁଛନ୍ତି। Tender (2.78 MB) 03 ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଢେଙ୍କାନାଳ, ନିର୍ମାଣ କାର୍ଯ୍ୟ ପାଇଁ ଇ-ଟେଣ୍ଡର ଆହ୍ୱାନ ବିଜ୍ଞପ୍ତି ସଂଖ୍ୟା-୦୩/୨୦୨୫-୨୬ ଜରିଆରେ ଟେଣ୍ଡର ଆହ୍ୱାନ କରୁଛନ୍ତି। View
49 ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ବିସ୍ତୃତ ପ୍ରକଳ୍ପ ବିବରଣୀ (DPR) ପ୍ରସ୍ତୁତି ପାଇଁ ଢେଙ୍କାନାଳ ପୌରପାଳିକା ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଛି।

ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ବିସ୍ତୃତ ପ୍ରକଳ୍ପ ବିବରଣୀ (DPR) ପ୍ରସ୍ତୁତି ପାଇଁ ଢେଙ୍କାନାଳ ପୌରପାଳିକା ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଛି।

Tender (941.78 KB) 795 ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ବିସ୍ତୃତ ପ୍ରକଳ୍ପ ବିବରଣୀ (DPR) ପ୍ରସ୍ତୁତି ପାଇଁ ଢେଙ୍କାନାଳ ପୌରପାଳିକା ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଛି। View
50 ସେବା ପ୍ରଦାନକାରୀ ସଂସ୍ଥା ଚୟନ' ନିମନ୍ତେ ଟେଣ୍ଡର (ଟେଣ୍ଡର ସୂଚନା ସଂଖ୍ୟା- ୩୭୮/ଏସ.ଏସ.ଡି, ତାରିଖ: ୦୬-୦୩-୨୦୨୬) ଦାଖଲ ସମୟ ସୀମା ବୃଦ୍ଧି। Tender (1002.64 KB) 466 ସେବା ପ୍ରଦାନକାରୀ ସଂସ୍ଥା ଚୟନ' ନିମନ୍ତେ ଟେଣ୍ଡର (ଟେଣ୍ଡର ସୂଚନା ସଂଖ୍ୟା- ୩୭୮/ଏସ.ଏସ.ଡି, ତାରିଖ: ୦୬-୦୩-୨୦୨୬) ଦାଖଲ ସମୟ ସୀମା ବୃଦ୍ଧି। View
51 ଢେଙ୍କାନାଳ ଅଞ୍ଚଳ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଯାନବାହନ ଚଳାଚଳ ଉପରେ କଟକଣା ଏବଂ ସର୍ବାଧିକ ଗତିସୀମା ନିର୍ଦ୍ଧାରଣ (ତାରିଖ ୧୫-୦୩-୨୦୨୬ ରୁ ୧୪-୦୪-୨୦୨୬ ପର୍ଯ୍ୟନ୍ତ, ଅର୍ଥାତ୍ ଏକ ମାସ ପାଇଁ)।

ଢେଙ୍କାନାଳ ଅଞ୍ଚଳ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଯାନବାହନ ଚଳାଚଳ ଉପରେ କଟକଣା ଏବଂ ସର୍ବାଧିକ ଗତିସୀମା ନିର୍ଦ୍ଧାରଣ (ତାରିଖ ୧୫-୦୩-୨୦୨୬ ରୁ ୧୪-୦୪-୨୦୨୬ ପର୍ଯ୍ୟନ୍ତ, ଅର୍ଥାତ୍ ଏକ ମାସ ପାଇଁ)।

Announcements 601 (867.92 KB) View
52 ଜିଲ୍ଲା ପରିଚାଳକ, OSCSC Ltd, ଢେଙ୍କାନାଳ ଜିଲ୍ଲା ପାଇଁ ଦ୍ୱିବାର୍ଷିକ ବର୍ଷ ୨୦୨୫-୨୭ ନିମନ୍ତେ ଗୋଦାମଗୁଡ଼ିକରେ ପରିଚାଳନା କାର୍ଯ୍ୟ ପାଇଁ ହ୍ୟାଣ୍ଡଲିଙ୍ଗ୍ କଣ୍ଟ୍ରାକ୍ଟର ନିଯୁକ୍ତି ନିମନ୍ତେ ଟେଣ୍ଡର ଆହ୍ୱାନ କରୁଛନ୍ତି। Tender (18.84 MB) 417 ଜିଲ୍ଲା ପରିଚାଳକ, OSCSC Ltd, ଢେଙ୍କାନାଳ ଜିଲ୍ଲା ପାଇଁ ଦ୍ୱିବାର୍ଷିକ ବର୍ଷ ୨୦୨୫-୨୭ ନିମନ୍ତେ ଗୋଦାମଗୁଡ଼ିକରେ ପରିଚାଳନା କାର୍ଯ୍ୟ  ପାଇଁ ହ୍ୟାଣ୍ଡଲିଙ୍ଗ୍ କଣ୍ଟ୍ରାକ୍ଟର ନିଯୁକ୍ତି ନିମନ୍ତେ ଟେଣ୍ଡର ଆହ୍ୱାନ କରୁଛନ୍ତି। View
53 ହିନ୍ଦୋଳ ତହସିଲ ଅନ୍ତର୍ଗତ ସରକାରୀ ଜମିକୁ ଗୃହ ବିଭାଗ, ଓଡ଼ିଶା ସରକାରଙ୍କ ସପକ୍ଷରେ କାର୍ଯ୍ୟାଳୟ ଗୃହ ଏବଂ କର୍ମଚାରୀ ଆବାସିକ ଗୃହ ନିର୍ମାଣ ନିମନ୍ତେ ହସ୍ତାନ୍ତର କରିବା ପାଇଁ ସାଧାରଣ ସୂଚନା ପ୍ରକାଶନ।

ହିନ୍ଦୋଳ ତହସିଲ ଅନ୍ତର୍ଗତ ସରକାରୀ ଜମିକୁ ଗୃହ ବିଭାଗ, ଓଡ଼ିଶା ସରକାରଙ୍କ ସପକ୍ଷରେ କାର୍ଯ୍ୟାଳୟ ଗୃହ ଏବଂ କର୍ମଚାରୀ ଆବାସିକ ଗୃହ ନିର୍ମାଣ ନିମନ୍ତେ ହସ୍ତାନ୍ତର କରିବା ପାଇଁ ସାଧାରଣ ସୂଚନା ପ୍ରକାଶନ।

Documents (74.25 KB) 1334 ହିନ୍ଦୋଳ ତହସିଲ ଅନ୍ତର୍ଗତ ସରକାରୀ ଜମିକୁ ଗୃହ ବିଭାଗ, ଓଡ଼ିଶା ସରକାରଙ୍କ ସପକ୍ଷରେ କାର୍ଯ୍ୟାଳୟ ଗୃହ ଏବଂ କର୍ମଚାରୀ ଆବାସିକ ଗୃହ ନିର୍ମାଣ ନିମନ୍ତେ ହସ୍ତାନ୍ତର କରିବା ପାଇଁ ସାଧାରଣ ସୂଚନା ପ୍ରକାଶନ। View
54 ହିନ୍ଦୋଳ ତହସିଲ ଅନ୍ତର୍ଗତ ସରକାରୀ ଜମିକୁ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ, ଓଡ଼ିଶା ସରକାରଙ୍କ ସପକ୍ଷରେ ଅଣ-ସଂରକ୍ଷିତ କରିବା ପାଇଁ ସାଧାରଣ ସୂଚନା ପ୍ରକାଶନ।

ହିନ୍ଦୋଳ ତହସିଲ ଅନ୍ତର୍ଗତ ସରକାରୀ ଜମିକୁ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ, ଓଡ଼ିଶା ସରକାରଙ୍କ ସପକ୍ଷରେ  ଅଣ-ସଂରକ୍ଷିତ  କରିବା ପାଇଁ ସାଧାରଣ ସୂଚନା ପ୍ରକାଶନ।

Documents (74.4 KB) 1332 ହିନ୍ଦୋଳ ତହସିଲ ଅନ୍ତର୍ଗତ ସରକାରୀ ଜମିକୁ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ, ଓଡ଼ିଶା ସରକାରଙ୍କ ସପକ୍ଷରେ  ଅଣ-ସଂରକ୍ଷିତ  କରିବା ପାଇଁ ସାଧାରଣ ସୂଚନା ପ୍ରକାଶନ। View
55 ଟେଣ୍ଡର ସଂଖ୍ୟା ୭୨୪/SW, ତାରିଖ ୨୫.୦୨.୨୦୨୬ ର ବାତିଲକରଣ। Tender (315.25 KB) 1061 ଟେଣ୍ଡର ସଂଖ୍ୟା ୭୨୪/SW, ତାରିଖ ୨୫.୦୨.୨୦୨୬ ର ବାତିଲକରଣ। View
56 ଢେଙ୍କାନାଳ ଖଣି ଅଧିକାରୀଙ୍କ କାର୍ଯ୍ୟାଳୟ ତଥା ଆବାସିକ ଗୃହ ନିର୍ମାଣ ନିମନ୍ତେ ସରକାରୀ ଗୋଚର ଜମିର ଅନାବାଦୀକରଣ (De-reservation) ପାଇଁ ସାଧାରଣ ବିଜ୍ଞପ୍ତି (ଆର.ଏମ.ସି. ମାମଲା ସଂଖ୍ୟା- ୧୫୬/୨୦୨୬) ର ପ୍ରକାଶନ।

ଢେଙ୍କାନାଳ ଖଣି ଅଧିକାରୀଙ୍କ କାର୍ଯ୍ୟାଳୟ ତଥା ଆବାସିକ ଗୃହ ନିର୍ମାଣ ନିମନ୍ତେ ଓଡ଼ିଶା ସରକାରଙ୍କ ଇସ୍ପାତ ଓ ଖଣି ବିଭାଗ ସପକ୍ଷରେ ସରକାରୀ ଗୋଚର ଜମିର ଅନାବାଦୀକରଣ (De-reservation) ପାଇଁ ସାଧାରଣ ବିଜ୍ଞପ୍ତି (ଆର.ଏମ.ସି. ମାମଲା ସଂଖ୍ୟା- ୧୫୬/୨୦୨୬) ର ପ୍ରକାଶନ।

Documents (1.1 MB) 156 ଢେଙ୍କାନାଳ ଖଣି ଅଧିକାରୀଙ୍କ କାର୍ଯ୍ୟାଳୟ ତଥା ଆବାସିକ ଗୃହ ନିର୍ମାଣ ନିମନ୍ତେ ସରକାରୀ ଗୋଚର ଜମିର ଅନାବାଦୀକରଣ (De-reservation) ପାଇଁ ସାଧାରଣ ବିଜ୍ଞପ୍ତି (ଆର.ଏମ.ସି. ମାମଲା ସଂଖ୍ୟା- ୧୫୬/୨୦୨୬) ର ପ୍ରକାଶନ। View
57 ଢେଙ୍କାନାଳ ଖଣି ଅଧିକାରୀଙ୍କ କାର୍ଯ୍ୟାଳୟ ତଥା ଆବାସିକ ଗୃହ ନିର୍ମାଣ ନିମନ୍ତେ ଓଡ଼ିଶା ସରକାରଙ୍କ ଇସ୍ପାତ ଓ ଖଣି ବିଭାଗ ସପକ୍ଷରେ ସରକାରୀ ଗୋଚର ଜମିର ଅନାବାଦୀକରଣ (De-reservation) ପାଇଁ ସାଧାରଣ ବିଜ୍ଞପ୍ତି ପ୍ରକାଶନ।

ଢେଙ୍କାନାଳ ଖଣି ଅଧିକାରୀଙ୍କ କାର୍ଯ୍ୟାଳୟ ତଥା ଆବାସିକ ଗୃହ ନିର୍ମାଣ ନିମନ୍ତେ ଓଡ଼ିଶା ସରକାରଙ୍କ ଇସ୍ପାତ ଓ ଖଣି ବିଭାଗ ସପକ୍ଷରେ ସରକାରୀ ଗୋଚର ଜମିର ଅନାବାଦୀକରଣ (De-reservation) ପାଇଁ ସାଧାରଣ ବିଜ୍ଞପ୍ତି ପ୍ରକାଶନ।

Documents (1.09 MB) 155 ଢେଙ୍କାନାଳ ଖଣି ଅଧିକାରୀଙ୍କ କାର୍ଯ୍ୟାଳୟ ତଥା ଆବାସିକ ଗୃହ ନିର୍ମାଣ ନିମନ୍ତେ ଓଡ଼ିଶା ସରକାରଙ୍କ ଇସ୍ପାତ ଓ ଖଣି ବିଭାଗ ସପକ୍ଷରେ ସରକାରୀ ଗୋଚର ଜମିର ଅନାବାଦୀକରଣ (De-reservation) ପାଇଁ ସାଧାରଣ ବିଜ୍ଞପ୍ତି ପ୍ରକାଶନ। View
58 ହିନ୍ଦୋଳ ତହସିଲ ଅନ୍ତର୍ଗତ RoR ର ମନ୍ତବ୍ୟ କଲମରୁ ଅନଧିକୃତ ଦଖଲ ସୂଚନା ହଟାଇବା ପାଇଁ ସାଧାରଣ ବିଜ୍ଞପ୍ତି I

ହିନ୍ଦୋଳ ତହସିଲ ଅନ୍ତର୍ଗତ RoR ର ମନ୍ତବ୍ୟ କଲମରୁ ଅନଧିକୃତ ଦଖଲ ସୂଚନା ହଟାଇବା ପାଇଁ ସାଧାରଣ ବିଜ୍ଞପ୍ତି I

Documents (763.91 KB) 1269 ହିନ୍ଦୋଳ ତହସିଲ ଅନ୍ତର୍ଗତ RoR ର ମନ୍ତବ୍ୟ କଲମରୁ ଅନଧିକୃତ ଦଖଲ ସୂଚନା ହଟାଇବା ପାଇଁ ସାଧାରଣ ବିଜ୍ଞପ୍ତି I View
59 ଢେଙ୍କାନାଳ ପୌରାଞ୍ଚଳ ଅନ୍ତର୍ଗତ ହସ୍ତଶିଳ୍ପ ମାର୍ଟ ଠାରେ ବିଭିନ୍ନ ପ୍ଲାଇ କାର୍ଯ୍ୟ ଏବଂ ଆଭ୍ୟନ୍ତରୀଣ ସଜ୍ଜା ର ଯୋଗାଣ ଓ ସ୍ଥାପନ ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଢେଙ୍କାନାଳଙ୍କ ଦ୍ୱାରା କୋଟେସନ୍ ଆହ୍ୱାନ କରାଯାଉଛି। Tender (1.91 MB) 840 ଢେଙ୍କାନାଳ ପୌରାଞ୍ଚଳ ଅନ୍ତର୍ଗତ ହସ୍ତଶିଳ୍ପ ମାର୍ଟ ଠାରେ ବିଭିନ୍ନ ପ୍ଲାଇ କାର୍ଯ୍ୟ ଏବଂ ଆଭ୍ୟନ୍ତରୀଣ ସଜ୍ଜା ର ଯୋଗାଣ ଓ ସ୍ଥାପନ ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଢେଙ୍କାନାଳଙ୍କ ଦ୍ୱାରା କୋଟେସନ୍ ଆହ୍ୱାନ କରାଯାଉଛି। View
60 ସମଗ୍ର ଶିକ୍ଷା, ଢେଙ୍କାନାଳ ଅଧୀନରେ ଡାଟା ଏଣ୍ଟ୍ରି ଅପରେଟର ଏବଂ ୱାଚମ୍ୟାନ୍-କମ୍-ସ୍ୱିପର ନିୟୋଜିତ କରିବା ପାଇଁ ମାନବସମ୍ବଳ ସେବା ପ୍ରଦାନକାରୀ ସଂସ୍ଥା ଚୟନ ନିମନ୍ତେ ବିଡ୍ ଦଲିଲ୍ ।

ସମଗ୍ର ଶିକ୍ଷା, ଢେଙ୍କାନାଳ ଅଧୀନରେ  ଡାଟା ଏଣ୍ଟ୍ରି ଅପରେଟର ଏବଂ  ୱାଚମ୍ୟାନ୍-କମ୍-ସ୍ୱିପର ନିୟୋଜିତ କରିବା ପାଇଁ ମାନବସମ୍ବଳ ସେବା ପ୍ରଦାନକାରୀ ସଂସ୍ଥା ଚୟନ ନିମନ୍ତେ ବିଡ୍ ଦଲିଲ୍ ।

Tender (737.22 KB) Bid ସମଗ୍ର ଶିକ୍ଷା, ଢେଙ୍କାନାଳ ଅଧୀନରେ  ଡାଟା ଏଣ୍ଟ୍ରି ଅପରେଟର ଏବଂ  ୱାଚମ୍ୟାନ୍-କମ୍-ସ୍ୱିପର ନିୟୋଜିତ କରିବା ପାଇଁ ମାନବସମ୍ବଳ ସେବା ପ୍ରଦାନକାରୀ ସଂସ୍ଥା ଚୟନ ନିମନ୍ତେ ବିଡ୍ ଦଲିଲ୍ । View