ଢେଙ୍କାନାଳ ଜିଲ୍ଲା ଗୋଟିଏ ଲୋକସଭା ଯଥା ୯-ଢେଙ୍କାନାଳ ଲୋକସଭା ଏବଂ ଚାରିଗୋଟି ବିଧାନସଭା ଯଥା ୫୫-ଢେଙ୍କାନାଳ, ୫୬-ହିନ୍ଦୋଳ, ୫୭-କାମାକ୍ଷାନଗର ଏବଂ ୫୮-ପରଜଙ୍ଗ ବିଧାନସଭା କ୍ଷେତ୍ରକୁ ନେଇ ଗଠିତ ହୋଇଅଛି ।
| କ୍ର.ନଂ. | ନାମ |
|---|---|
| 1 | ୦୯-ଢେଙ୍କାନାଳ ଲୋକସଭା କ୍ଷେତ୍ର |
| କ୍ର.ନଂ. | ନାମ |
|---|---|
| ୧ | ୫୫-ଢେଙ୍କାନାଳ ବିଧାନସଭା କ୍ଷେତ୍ର |
| ୨ | ୫୬-ହିନ୍ଦୋଳ ବିଧାନସଭା କ୍ଷେତ୍ର |
| ୩ | ୫୫-କାମାକ୍ଷାନଗର ବିଧାନସଭା କ୍ଷେତ୍ର |
| ୪ | ୫୮-ପରଜଙ୍ଗ ବିଧାନସଭା କ୍ଷେତ୍ର |