• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
S. No. Title Description Date View/Downloads
1 ସ୍କୁଲ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ସପକ୍ଷରେ ଢେଙ୍କାନାଳ ତହସିଲ ଅନ୍ତର୍ଗତ ସରକାରୀ ଜମିର ହସ୍ତାନ୍ତରଣ ପାଇଁ ହସ୍ତାନ୍ତରଣ ମାମଲା ସଂଖ୍ୟା-୦୩/୨୦୨୬ ରେ ସାଧାରଣ ବିଜ୍ଞପ୍ତି ପ୍ରକାଶନ।

ସ୍କୁଲ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ସପକ୍ଷରେ ଢେଙ୍କାନାଳ ତହସିଲ ଅନ୍ତର୍ଗତ ସରକାରୀ ଜମିର ହସ୍ତାନ୍ତରଣ ପାଇଁ ହସ୍ତାନ୍ତରଣ ମାମଲା ସଂଖ୍ୟା-୦୩/୨୦୨୬ ରେ ସାଧାରଣ ବିଜ୍ଞପ୍ତି ପ୍ରକାଶନ।

30-06-2026 Download(586.65 KB)ସ୍କୁଲ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ସପକ୍ଷରେ ଢେଙ୍କାନାଳ ତହସିଲ ଅନ୍ତର୍ଗତ ସରକାରୀ ଜମିର ହସ୍ତାନ୍ତରଣ ପାଇଁ ହସ୍ତାନ୍ତରଣ ମାମଲା ସଂଖ୍ୟା-୦୩/୨୦୨୬ ରେ ସାଧାରଣ ବିଜ୍ଞପ୍ତି ପ୍ରକାଶନ।
2 ହିନ୍ଦୋଳ ତହସିଲ ଅନ୍ତର୍ଗତ ବେସରକାରୀ ଜମି ଅଧିଗ୍ରହଣ ପାଇଁ ସାଧାରଣ ବିଜ୍ଞପ୍ତି ପ୍ରକାଶନ।

ହିନ୍ଦୋଳ ତହସିଲ ଅନ୍ତର୍ଗତ ବେସରକାରୀ ଜମି ଅଧିଗ୍ରହଣ ପାଇଁ ସାଧାରଣ ବିଜ୍ଞପ୍ତି ପ୍ରକାଶନ।

25-06-2026 Download(588.74 KB)ହିନ୍ଦୋଳ ତହସିଲ ଅନ୍ତର୍ଗତ ବେସରକାରୀ ଜମି ଅଧିଗ୍ରହଣ ପାଇଁ ସାଧାରଣ ବିଜ୍ଞପ୍ତି ପ୍ରକାଶନ।
3 ବିପିସିଏଲ୍ (BPCL) ସପକ୍ଷରେ ସରକାରୀ ଜମି ପଟ୍ଟା (ଲିଜ୍) ପାଇଁ ଲିଜ୍ ମାମଲା ସଂଖ୍ୟା-୦୨/୨୦୨୬ ରେ ସାଧାରଣ ବିଜ୍ଞପ୍ତି ପ୍ରକାଶନ।

ବିପିସିଏଲ୍ (BPCL) ସପକ୍ଷରେ ସରକାରୀ ଜମି ପଟ୍ଟା (ଲିଜ୍) ପାଇଁ ଲିଜ୍ ମାମଲା ସଂଖ୍ୟା-୦୨/୨୦୨୬ ରେ ସାଧାରଣ ବିଜ୍ଞପ୍ତି ପ୍ରକାଶନ।

20-06-2026 Download(648.51 KB)ବିପିସିଏଲ୍ (BPCL) ସପକ୍ଷରେ ସରକାରୀ ଜମି ପଟ୍ଟା (ଲିଜ୍) ପାଇଁ ଲିଜ୍ ମାମଲା ସଂଖ୍ୟା-୦୨/୨୦୨୬ ରେ ସାଧାରଣ ବିଜ୍ଞପ୍ତି ପ୍ରକାଶନ।
4 ବିପିସିଏଲ୍ (BPCL) ସପକ୍ଷରେ ସରକାରୀ ଜମି ପଟ୍ଟା (ଲିଜ୍) ପାଇଁ ଲିଜ୍ ମାମଲା ସଂଖ୍ୟା-୦୧/୨୦୨୬ ରେ ସାଧାରଣ ବିଜ୍ଞପ୍ତି ପ୍ରକାଶନ।

ବିପିସିଏଲ୍ (BPCL) ସପକ୍ଷରେ ସରକାରୀ ଜମି ପଟ୍ଟା (ଲିଜ୍) ପାଇଁ ଲିଜ୍ ମାମଲା ସଂଖ୍ୟା-୦୧/୨୦୨୬ ରେ ସାଧାରଣ ବିଜ୍ଞପ୍ତି ପ୍ରକାଶନ।

20-06-2026 Download(645.3 KB)ବିପିସିଏଲ୍ (BPCL) ସପକ୍ଷରେ ସରକାରୀ ଜମି ପଟ୍ଟା (ଲିଜ୍) ପାଇଁ ଲିଜ୍ ମାମଲା ସଂଖ୍ୟା-୦୧/୨୦୨୬ ରେ ସାଧାରଣ ବିଜ୍ଞପ୍ତି ପ୍ରକାଶନ।
5 ଲ୍ୟାଣ୍ଡ ବ୍ୟାଙ୍କ ଯୋଜନା ଅଧୀନରେ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଇଡ୍‌କୋ (IDCO), ଭୁବନେଶ୍ୱରଙ୍କ ସପକ୍ଷରେ ଲିଜ୍ ପାଇଁ ଲିଜ୍ କେସ୍ ନଂ-୦୩/୨୦୨୫ ରେ ସାଧାରଣ ବିଜ୍ଞପ୍ତି ପ୍ରକାଶନ।

ଲ୍ୟାଣ୍ଡ ବ୍ୟାଙ୍କ ଯୋଜନା ଅଧୀନରେ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଇଡ୍‌କୋ (IDCO), ଭୁବନେଶ୍ୱରଙ୍କ ସପକ୍ଷରେ ଲିଜ୍ ପାଇଁ ଲିଜ୍ କେସ୍ ନଂ-୦୩/୨୦୨୫ ରେ ସାଧାରଣ ବିଜ୍ଞପ୍ତି ପ୍ରକାଶନ।

02-06-2026 Download(1.09 MB)ଲ୍ୟାଣ୍ଡ ବ୍ୟାଙ୍କ ଯୋଜନା ଅଧୀନରେ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଇଡ୍‌କୋ (IDCO), ଭୁବନେଶ୍ୱରଙ୍କ ସପକ୍ଷରେ ଲିଜ୍ ପାଇଁ ଲିଜ୍ କେସ୍ ନଂ-୦୩/୨୦୨୫ ରେ ସାଧାରଣ ବିଜ୍ଞପ୍ତି ପ୍ରକାଶନ।
6 ଇଡ୍‌କୋ (IDCO), ଭୁବନେଶ୍ୱରଙ୍କ ସପକ୍ଷରେ ସ୍ୱତ୍ୱଲିପି (RoR) ର ମନ୍ତବ୍ୟ (remark) ସ୍ତମ୍ଭରୁ ସୂଚନା/ଟିପ୍ପଣୀ ବାଦ୍ ଦେବା ପାଇଁ ଆର.ଏମ.ସି. ସଂଖ୍ୟା-୩୦/୨୦୨ (RMC No-30/2026) ରେ ସାଧାରଣ ବିଜ୍ଞପ୍ତି ପ୍ରକାଶନ।

ଇଡ୍‌କୋ (IDCO), ଭୁବନେଶ୍ୱରଙ୍କ ସପକ୍ଷରେ ସ୍ୱତ୍ୱଲିପି (RoR) ର ମନ୍ତବ୍ୟ (remark) ସ୍ତମ୍ଭରୁ ସୂଚନା/ଟିପ୍ପଣୀ ବାଦ୍ ଦେବା ପାଇଁ ଆର.ଏମ.ସି. ସଂଖ୍ୟା-୩୦/୨୦୨ (RMC No-30/2026) ରେ ସାଧାରଣ ବିଜ୍ଞପ୍ତି ପ୍ରକାଶନ।

25-05-2026 Download(613.06 KB)ଇଡ୍‌କୋ (IDCO), ଭୁବନେଶ୍ୱରଙ୍କ ସପକ୍ଷରେ ସ୍ୱତ୍ୱଲିପି (RoR) ର ମନ୍ତବ୍ୟ (remark) ସ୍ତମ୍ଭରୁ ସୂଚନା/ଟିପ୍ପଣୀ ବାଦ୍ ଦେବା ପାଇଁ ଆର.ଏମ.ସି. ସଂଖ୍ୟା-୩୦/୨୦୨ (RMC No-30/2026) ରେ ସାଧାରଣ ବିଜ୍ଞପ୍ତି ପ୍ରକାଶନ।
7 ଢେଙ୍କାନାଳ ଜିଲ୍ଲାର ଆଇ.ଏମ.ଏଫ.ଏଲ. ଅଫ୍ (IMFL OFF) ବିଦେଶୀ ମଦ ଦୋକାନଗୁଡ଼ିକର ବିକ୍ରୟ ବିଜ୍ଞପ୍ତିର ଶୁଦ୍ଧିପତ୍ର।

ଗତ ତା ୧୮-୦୫-୨୦୨୬ ରିଖର ଚିଠି ସଂଖ୍ୟା ୧୧୮୮ ମାଧ୍ୟମରେ ପ୍ରକାଶିତ ଶୁଦ୍ଧିପତ୍ରର ଆଂଶିକ ସଂଶୋଧନ ପୂର୍ବକ, ଏତଦ୍ୱାରା ସମସ୍ତ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି ଯେ, ପ୍ରଶାସନିକ କାରଣରୁ ଲଟେରି ପ୍ରକ୍ରିୟା ସମ୍ବନ୍ଧୀୟ ତାରିଖକୁ ପରିବର୍ତ୍ତନ/ସଂଶୋଧନ କରାଯାଇଛି।

26-05-2026 Download(2.09 MB)ଢେଙ୍କାନାଳ ଜିଲ୍ଲାର ଆଇ.ଏମ.ଏଫ.ଏଲ. ଅଫ୍ (IMFL OFF) ବିଦେଶୀ ମଦ ଦୋକାନଗୁଡ଼ିକର ବିକ୍ରୟ ବିଜ୍ଞପ୍ତିର ଶୁଦ୍ଧିପତ୍ର।
8 ଢେଙ୍କାନାଳ ତହସିଲ ଅନ୍ତର୍ଗତ ସରକାରୀ ଜମିରେ ଗେଲ୍‌ ଇଣ୍ଡିଆ ଲିମିଟେଡ୍‌ (Gail India Ltd.) ସପକ୍ଷରେ ରାଇଟ୍ ଅଫ୍ ୱେ (ROW) ମଞ୍ଜୁରୀ ପାଇଁ ୧୮ ଗୋଟି ସାଧାରଣ ବିଜ୍ଞପ୍ତି ପ୍ରକାଶନ।

ଢେଙ୍କାନାଳ ତହସିଲ ଅନ୍ତର୍ଗତ ସରକାରୀ ଜମିରେ ଗେଲ୍‌ ଇଣ୍ଡିଆ ଲିମିଟେଡ୍‌ (Gail India Ltd.) ସପକ୍ଷରେ ରାଇଟ୍ ଅଫ୍ ୱେ (ROW) ମଞ୍ଜୁରୀ ପାଇଁ ୧୮ ଗୋଟି ସାଧାରଣ ବିଜ୍ଞପ୍ତି ପ୍ରକାଶନ।

19-05-2026 Download(12.23 MB)ଢେଙ୍କାନାଳ ତହସିଲ ଅନ୍ତର୍ଗତ ସରକାରୀ ଜମିରେ ଗେଲ୍‌ ଇଣ୍ଡିଆ ଲିମିଟେଡ୍‌ (Gail India Ltd.) ସପକ୍ଷରେ ରାଇଟ୍ ଅଫ୍ ୱେ (ROW) ମଞ୍ଜୁରୀ ପାଇଁ ୧୮ ଗୋଟି ସାଧାରଣ ବିଜ୍ଞପ୍ତି ପ୍ରକାଶନ।
9 ହିନ୍ଦୋଳ ତହସିଲ ଅନ୍ତର୍ଗତ ତାର୍କବେଡା ଗ୍ରାମରେ ଅବସ୍ଥିତ Ac. 4.450 ଡିସିମିଲ ଜମି ଅଧିଗ୍ରହଣ ସମ୍ବନ୍ଧରେ ଧାରା 11(1) ଅନୁଯାୟୀ ପ୍ରାଥମିକ ବିଜ୍ଞପ୍ତି ପ୍ରକାଶ।

ହିନ୍ଦୋଳ ତହସିଲ ଅନ୍ତର୍ଗତ ତାର୍କବେଡା ଗ୍ରାମରେ ଅବସ୍ଥିତ Ac. 4.450 ଡିସିମିଲ ଜମି ଅଧିଗ୍ରହଣ ସମ୍ବନ୍ଧରେ ଧାରା 11(1) ଅନୁଯାୟୀ ପ୍ରାଥମିକ ବିଜ୍ଞପ୍ତି ପ୍ରକାଶ।

20-05-2026 Download(2.95 MB)ହିନ୍ଦୋଳ ତହସିଲ ଅନ୍ତର୍ଗତ ତାର୍କବେଡା ଗ୍ରାମରେ ଅବସ୍ଥିତ Ac. 4.450 ଡିସିମିଲ ଜମି ଅଧିଗ୍ରହଣ ସମ୍ବନ୍ଧରେ ଧାରା 11(1) ଅନୁଯାୟୀ ପ୍ରାଥମିକ ବିଜ୍ଞପ୍ତି ପ୍ରକାଶ।
10 ହିନ୍ଦୋଳ ତହସିଲ ଅଧୀନରେ ଅଣ-ଜଙ୍ଗଲ ସରକାରୀ ଜମି ପଟ୍ଟା (ଲିଜ୍) ପ୍ରଦାନ ନିମନ୍ତେ ଲିଜ୍ ମାମଲା ସଂଖ୍ୟା-୦୬/୨୦୨୨ ର ସାଧାରଣ ବିଜ୍ଞପ୍ତି ପ୍ରକାଶନ।

ହିନ୍ଦୋଳ ତହସିଲ ଅଧୀନରେ 'ଲ୍ୟାଣ୍ଡ ବ୍ୟାଙ୍କ ଯୋଜନା' (Land Bank Scheme) ମାଧ୍ୟମରେ ମୁଖ୍ୟ ମହାପ୍ରବନ୍ଧକ (ଜମି), ଇଡ୍‌କୋ (IDCO), ଭୁବନେଶ୍ୱରଙ୍କ ସପକ୍ଷରେ ଅଣ-ଜଙ୍ଗଲ ସରକାରୀ ଜମି ପଟ୍ଟା (ଲିଜ୍) ପ୍ରଦାନ ନିମନ୍ତେ ଲିଜ୍ ମାମଲା ସଂଖ୍ୟା-୦୬/୨୦୨୨ ର ସାଧାରଣ ବିଜ୍ଞପ୍ତି ପ୍ରକାଶନ।

14-05-2026 Download(891.99 KB)ହିନ୍ଦୋଳ ତହସିଲ ଅଧୀନରେ ଅଣ-ଜଙ୍ଗଲ ସରକାରୀ ଜମି ପଟ୍ଟା (ଲିଜ୍) ପ୍ରଦାନ ନିମନ୍ତେ ଲିଜ୍ ମାମଲା ସଂଖ୍ୟା-୦୬/୨୦୨୨ ର ସାଧାରଣ ବିଜ୍ଞପ୍ତି ପ୍ରକାଶନ।