ବସ କିମ୍ବା ରେଳଗାଡି ଯୋଗେ ଢେଙ୍କାନାଳରେ ପହଞ୍ଚି ଯାଇ ହେବ । ଢେଙ୍କାନାଳ ରୁ ବସ କିମ୍ବା ଟ୍ଯାକ୍ସି ଦ୍ଵାରା ବିଭିନ୍ନ ପର୍ଯଟନ ସ୍ଥଳୀକୁ ଯାଇହେବ । ବିଭିନ୍ନ ସ୍ଥାନକୁ ଯିବାକୁ ଭଡାରେ ମଧ୍ୟ ଅଟୋ ରିକ୍ସା ଏବଂ ଟ୍ଯାକ୍ସି ମିଳିଯିବ ।
| ସ୍ଥାନ | ସରାଙ୍ଗ | ସପ୍ତଶଯ୍ୟା | ଦଣ୍ଡାଧର | ଲଦାଗଡ | ଭୁବନ | ବ୍ରହ୍ମପୁର। | କୁଆଳୋ | କପିଳାସ | ଯୋରନ୍ଦା | ଢେଙ୍କାନାଳ |
|---|---|---|---|---|---|---|---|---|---|---|
| ଢେଙ୍କାନାଳ | ୬୭ | ୧୫ | ୬୫ | ୪୦ | ୭୨ | ୪୭ | ୭୨ | ୨୫ | ୨୬ | ୦ |
| ଯୋରନ୍ଦା | ୯୩ | ୪୧ | ୯୧ | ୬୬ | ୯୮ | ୭୩ | ୯୮ | ୩୫ | ୦ | |
| କପିଳାସ | ୯୨ | ୪୦ | ୯୦ | ୬୫ | ୯୭ | ୭୨ | ୯୯ | ୦ | ||
| କୁଆଳୋ | ୧୦ | ୯୨ | ୭୨ | ୯୭ | ୭୯ | ୧୦୪ | ୦ | |||
| ବ୍ରହ୍ମପୁର। | ୯୪ | ୬୨ | ୯୨ | ୯ | ୯୯ | ୦ | ||||
| ଭୁବନ | ୬୯ | ୮୭ | ୬୭ | ୯୨ | ୦ | |||||
| ଲଦାଗଡ | ୮୭ | ୫୫ | ୮୫ | ୦ | ||||||
| ଦଣ୍ଡାଧର | ୬୨ | ୮୦ | ୦ | |||||||
| ସପ୍ତଶଯ୍ୟା | ୮୨ | ୦ | ||||||||
| ସରାଙ୍ଗ | ୦ |