• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
କ୍ରମିକ ସଂଖ୍ୟା ବିଷୟ ବର୍ଣ୍ଣନା ଆରମ୍ଭ ତାରିଖ ଶେଷ ତାରିଖ ଶେଷ ସମୟ ଦେଖନ୍ତୁ/ଡାଉନଲୋଡ୍
1 ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଢେଙ୍କାନାଳ ର IPU ରେ ଫିଜିଓଥେରାପିଷ୍ଟ ପଦବୀ ନିମନ୍ତେ ଆବେଦନ କେବଳ ଜାତୀୟ ସ୍ୱାସ୍ଥ୍ୟ ମିଶନର ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କ ଠାରୁ ଆହ୍ୱାନ କରାଯାଉଛି।

ଢେଙ୍କାନାଳ ଜିଲ୍ଲାରେ ନିମ୍ନରେ ଉଲ୍ଲେଖିତ ପଦବୀରେ ନିଯୁକ୍ତି ପାଇଁ କେବଳ ଓଡ଼ିଶା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସମିତି (OSH&FW Society) ଅଧୀନରେ ଅନ୍ୟ ଜିଲ୍ଲାଗୁଡ଼ିକରେ ସମାନ ପଦବୀରେ କାର୍ଯ୍ୟରତ ଜାତୀୟ ସ୍ୱାସ୍ଥ୍ୟ ମିଶନ (NHM) ର ଚୁକ୍ତିଭିତ୍ତିକ କର୍ମଚାରୀ, ଯେଉଁମାନେ ଢେଙ୍କାନାଳ ଜିଲ୍ଲାକୁ ବଦଳି ଚାହୁଁଛନ୍ତି, ସେମାନଙ୍କଠାରୁ ଆବେଦନପତ୍ର ଆହ୍ୱାନ କରାଯାଉଛି।

09-06-2026 24-06-2026 Advertisement (121.89 KB)
, Application form (203.21 KB)
, Terms & Cond. (94.24 KB)