ଢେଙ୍କାନାଳ ଜିଲ୍ଲା ୩ଗୋଟି ଉପଖଣ୍ଡ ଢେଙ୍କାନାଳ ସଦର, କାମାକ୍ଷାନଗର ଏବଂ ହିନ୍ଦୋଳକୁ ନେଇ ଗଠିତ। ସେହିପରି ୮ଗୋଟି ଗୋଷ୍ଠୀ ଉନ୍ନୟନ ଯଥା- ଢେଙ୍କାନାଳ ସଦର, ଭୁବନ, ଗନ୍ଦିଆ, ହିନ୍ଦୋଳ, କାମାକ୍ଷାନଗର, କଙ୍କଡାହାଡ, ଓଡାପଡା ଏବଂ ପରଜଙ୍ଗ ଆଦି ନାମରେ ବ୍ଲକ ରହିଅଛି ।
| କ୍ର.ନ॰ | ବ୍ଲକ ନାମ |
|---|---|
| ୧ | ଢେଙ୍କାନାଳ ସଦର |
| ୨ | ଗନ୍ଦିଆ |
| ୩ | ଓଡାପଡା |
| କ୍ର.ନ॰ | ବ୍ଲକ ନାମ |
|---|---|
| ୧ | କାମାକ୍ଷାନଗର |
| ୨ | ଭୁବନ |
| ୩ | କଙ୍କଡାହାଡ |
| ୪ | ପରଜଙ୍ଗ |
| କ୍ର.ନ॰ | ବ୍ଲକ ନାମ |
|---|---|
| ୧ | ହିନ୍ଦୋଳ |