| S. No. | Title | Description | Date | View/Downloads |
|---|---|---|---|---|
| 1 | ସ୍କୁଲ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ସପକ୍ଷରେ ଢେଙ୍କାନାଳ ତହସିଲ ଅନ୍ତର୍ଗତ ସରକାରୀ ଜମିର ହସ୍ତାନ୍ତରଣ ପାଇଁ ହସ୍ତାନ୍ତରଣ ମାମଲା ସଂଖ୍ୟା-୦୩/୨୦୨୬ ରେ ସାଧାରଣ ବିଜ୍ଞପ୍ତି ପ୍ରକାଶନ। | ସ୍କୁଲ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ସପକ୍ଷରେ ଢେଙ୍କାନାଳ ତହସିଲ ଅନ୍ତର୍ଗତ ସରକାରୀ ଜମିର ହସ୍ତାନ୍ତରଣ ପାଇଁ ହସ୍ତାନ୍ତରଣ ମାମଲା ସଂଖ୍ୟା-୦୩/୨୦୨୬ ରେ ସାଧାରଣ ବିଜ୍ଞପ୍ତି ପ୍ରକାଶନ। |
30-06-2026 | Download(586.65 KB) |
| 2 | ହିନ୍ଦୋଳ ତହସିଲ ଅନ୍ତର୍ଗତ ବେସରକାରୀ ଜମି ଅଧିଗ୍ରହଣ ପାଇଁ ସାଧାରଣ ବିଜ୍ଞପ୍ତି ପ୍ରକାଶନ। | ହିନ୍ଦୋଳ ତହସିଲ ଅନ୍ତର୍ଗତ ବେସରକାରୀ ଜମି ଅଧିଗ୍ରହଣ ପାଇଁ ସାଧାରଣ ବିଜ୍ଞପ୍ତି ପ୍ରକାଶନ। |
25-06-2026 | Download(588.74 KB)
|
| 3 | ବିପିସିଏଲ୍ (BPCL) ସପକ୍ଷରେ ସରକାରୀ ଜମି ପଟ୍ଟା (ଲିଜ୍) ପାଇଁ ଲିଜ୍ ମାମଲା ସଂଖ୍ୟା-୦୨/୨୦୨୬ ରେ ସାଧାରଣ ବିଜ୍ଞପ୍ତି ପ୍ରକାଶନ। | ବିପିସିଏଲ୍ (BPCL) ସପକ୍ଷରେ ସରକାରୀ ଜମି ପଟ୍ଟା (ଲିଜ୍) ପାଇଁ ଲିଜ୍ ମାମଲା ସଂଖ୍ୟା-୦୨/୨୦୨୬ ରେ ସାଧାରଣ ବିଜ୍ଞପ୍ତି ପ୍ରକାଶନ। |
20-06-2026 | Download(648.51 KB) |
| 4 | ବିପିସିଏଲ୍ (BPCL) ସପକ୍ଷରେ ସରକାରୀ ଜମି ପଟ୍ଟା (ଲିଜ୍) ପାଇଁ ଲିଜ୍ ମାମଲା ସଂଖ୍ୟା-୦୧/୨୦୨୬ ରେ ସାଧାରଣ ବିଜ୍ଞପ୍ତି ପ୍ରକାଶନ। | ବିପିସିଏଲ୍ (BPCL) ସପକ୍ଷରେ ସରକାରୀ ଜମି ପଟ୍ଟା (ଲିଜ୍) ପାଇଁ ଲିଜ୍ ମାମଲା ସଂଖ୍ୟା-୦୧/୨୦୨୬ ରେ ସାଧାରଣ ବିଜ୍ଞପ୍ତି ପ୍ରକାଶନ। |
20-06-2026 | Download(645.3 KB) |
| 5 | ଲ୍ୟାଣ୍ଡ ବ୍ୟାଙ୍କ ଯୋଜନା ଅଧୀନରେ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଇଡ୍କୋ (IDCO), ଭୁବନେଶ୍ୱରଙ୍କ ସପକ୍ଷରେ ଲିଜ୍ ପାଇଁ ଲିଜ୍ କେସ୍ ନଂ-୦୩/୨୦୨୫ ରେ ସାଧାରଣ ବିଜ୍ଞପ୍ତି ପ୍ରକାଶନ। | ଲ୍ୟାଣ୍ଡ ବ୍ୟାଙ୍କ ଯୋଜନା ଅଧୀନରେ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଇଡ୍କୋ (IDCO), ଭୁବନେଶ୍ୱରଙ୍କ ସପକ୍ଷରେ ଲିଜ୍ ପାଇଁ ଲିଜ୍ କେସ୍ ନଂ-୦୩/୨୦୨୫ ରେ ସାଧାରଣ ବିଜ୍ଞପ୍ତି ପ୍ରକାଶନ। |
02-06-2026 | Download(1.09 MB) |
| 6 | ଇଡ୍କୋ (IDCO), ଭୁବନେଶ୍ୱରଙ୍କ ସପକ୍ଷରେ ସ୍ୱତ୍ୱଲିପି (RoR) ର ମନ୍ତବ୍ୟ (remark) ସ୍ତମ୍ଭରୁ ସୂଚନା/ଟିପ୍ପଣୀ ବାଦ୍ ଦେବା ପାଇଁ ଆର.ଏମ.ସି. ସଂଖ୍ୟା-୩୦/୨୦୨ (RMC No-30/2026) ରେ ସାଧାରଣ ବିଜ୍ଞପ୍ତି ପ୍ରକାଶନ। | ଇଡ୍କୋ (IDCO), ଭୁବନେଶ୍ୱରଙ୍କ ସପକ୍ଷରେ ସ୍ୱତ୍ୱଲିପି (RoR) ର ମନ୍ତବ୍ୟ (remark) ସ୍ତମ୍ଭରୁ ସୂଚନା/ଟିପ୍ପଣୀ ବାଦ୍ ଦେବା ପାଇଁ ଆର.ଏମ.ସି. ସଂଖ୍ୟା-୩୦/୨୦୨ (RMC No-30/2026) ରେ ସାଧାରଣ ବିଜ୍ଞପ୍ତି ପ୍ରକାଶନ। |
25-05-2026 | Download(613.06 KB) |
| 7 | ଢେଙ୍କାନାଳ ଜିଲ୍ଲାର ଆଇ.ଏମ.ଏଫ.ଏଲ. ଅଫ୍ (IMFL OFF) ବିଦେଶୀ ମଦ ଦୋକାନଗୁଡ଼ିକର ବିକ୍ରୟ ବିଜ୍ଞପ୍ତିର ଶୁଦ୍ଧିପତ୍ର। | ଗତ ତା ୧୮-୦୫-୨୦୨୬ ରିଖର ଚିଠି ସଂଖ୍ୟା ୧୧୮୮ ମାଧ୍ୟମରେ ପ୍ରକାଶିତ ଶୁଦ୍ଧିପତ୍ରର ଆଂଶିକ ସଂଶୋଧନ ପୂର୍ବକ, ଏତଦ୍ୱାରା ସମସ୍ତ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି ଯେ, ପ୍ରଶାସନିକ କାରଣରୁ ଲଟେରି ପ୍ରକ୍ରିୟା ସମ୍ବନ୍ଧୀୟ ତାରିଖକୁ ପରିବର୍ତ୍ତନ/ସଂଶୋଧନ କରାଯାଇଛି। |
26-05-2026 | Download(2.09 MB) |
| 8 | ଢେଙ୍କାନାଳ ତହସିଲ ଅନ୍ତର୍ଗତ ସରକାରୀ ଜମିରେ ଗେଲ୍ ଇଣ୍ଡିଆ ଲିମିଟେଡ୍ (Gail India Ltd.) ସପକ୍ଷରେ ରାଇଟ୍ ଅଫ୍ ୱେ (ROW) ମଞ୍ଜୁରୀ ପାଇଁ ୧୮ ଗୋଟି ସାଧାରଣ ବିଜ୍ଞପ୍ତି ପ୍ରକାଶନ। | ଢେଙ୍କାନାଳ ତହସିଲ ଅନ୍ତର୍ଗତ ସରକାରୀ ଜମିରେ ଗେଲ୍ ଇଣ୍ଡିଆ ଲିମିଟେଡ୍ (Gail India Ltd.) ସପକ୍ଷରେ ରାଇଟ୍ ଅଫ୍ ୱେ (ROW) ମଞ୍ଜୁରୀ ପାଇଁ ୧୮ ଗୋଟି ସାଧାରଣ ବିଜ୍ଞପ୍ତି ପ୍ରକାଶନ। |
19-05-2026 | Download(12.23 MB) |
| 9 | ହିନ୍ଦୋଳ ତହସିଲ ଅନ୍ତର୍ଗତ ତାର୍କବେଡା ଗ୍ରାମରେ ଅବସ୍ଥିତ Ac. 4.450 ଡିସିମିଲ ଜମି ଅଧିଗ୍ରହଣ ସମ୍ବନ୍ଧରେ ଧାରା 11(1) ଅନୁଯାୟୀ ପ୍ରାଥମିକ ବିଜ୍ଞପ୍ତି ପ୍ରକାଶ। | ହିନ୍ଦୋଳ ତହସିଲ ଅନ୍ତର୍ଗତ ତାର୍କବେଡା ଗ୍ରାମରେ ଅବସ୍ଥିତ Ac. 4.450 ଡିସିମିଲ ଜମି ଅଧିଗ୍ରହଣ ସମ୍ବନ୍ଧରେ ଧାରା 11(1) ଅନୁଯାୟୀ ପ୍ରାଥମିକ ବିଜ୍ଞପ୍ତି ପ୍ରକାଶ। |
20-05-2026 | Download(2.95 MB) |
| 10 | ହିନ୍ଦୋଳ ତହସିଲ ଅଧୀନରେ ଅଣ-ଜଙ୍ଗଲ ସରକାରୀ ଜମି ପଟ୍ଟା (ଲିଜ୍) ପ୍ରଦାନ ନିମନ୍ତେ ଲିଜ୍ ମାମଲା ସଂଖ୍ୟା-୦୬/୨୦୨୨ ର ସାଧାରଣ ବିଜ୍ଞପ୍ତି ପ୍ରକାଶନ। | ହିନ୍ଦୋଳ ତହସିଲ ଅଧୀନରେ 'ଲ୍ୟାଣ୍ଡ ବ୍ୟାଙ୍କ ଯୋଜନା' (Land Bank Scheme) ମାଧ୍ୟମରେ ମୁଖ୍ୟ ମହାପ୍ରବନ୍ଧକ (ଜମି), ଇଡ୍କୋ (IDCO), ଭୁବନେଶ୍ୱରଙ୍କ ସପକ୍ଷରେ ଅଣ-ଜଙ୍ଗଲ ସରକାରୀ ଜମି ପଟ୍ଟା (ଲିଜ୍) ପ୍ରଦାନ ନିମନ୍ତେ ଲିଜ୍ ମାମଲା ସଂଖ୍ୟା-୦୬/୨୦୨୨ ର ସାଧାରଣ ବିଜ୍ଞପ୍ତି ପ୍ରକାଶନ। |
14-05-2026 | Download(891.99 KB) |
- ମୂଳପୃଷ୍ଠା
- ଜିଲ୍ଲା ସମ୍ବନ୍ଧରେ
-
ନିର୍ଦ୍ଦେଶିକା
- ହେଲ୍ପଲାଇନ୍
- ଏସଟିଡି ଏବଂ ପିନ୍ କୋଡ୍
- ୱେବସାଇଟ୍ ଡିରେକ୍ଟୋରୀ
- ଟେଲିଫୋନ ନିର୍ଦ୍ଦେଶିକା
- ପ୍ରେସ ଏବଂ ମିଡିଆ
- ସାର୍ବଜନିକ ୟୁଟିଲିଟିଗୁଡିକ
- ବିଭାଗ
- ପର୍ଯ୍ୟଟନ
- ସୂଚନା
- ଦସ୍ତାବିଜ
- ନିର୍ବାଚନ
-
ଅଧିକ +
- ଜିଲ୍ଲା ଗେଜେଟିୟର
- ନିର୍ବାଚନ ଅଭିଲେଖାଗାର
- ଏମପିଏମବିଏମଡି
- ମିଡିଆ ଗ୍ୟାଲେରୀ
- ନାଗରିକ ସେବା
- ନାଗରିକ ଅଧିକାରପତ୍ର
- ଫର୍ମ
- ସୂଚନା ଅଧିକାର
- ଯୋଜନା
- ଢେଙ୍କାନାଳ ୩୬୦
- ସମାଧାନ