• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
ବର୍ଗ : ସଂସ୍କୃତି ଓ ଐତିହ୍ୟ, ହସ୍ତଶିଳ୍ପ, ଐତିହାସିକ, More on Tourisim, ପର୍ଯ୍ୟଟନ ଆକର୍ଷଣ

ଢେଙ୍କାନାଳ ଠାରୁ ୬୭ କିମି ଦୂର ଓ ଅନୁଗୁଳ ଠାରୁ ୨୩ କିମି ତଥା ତାଳଚେର ଠାରୁ ୩ କିମି ଦୂରରେ ସରାଙ୍ଗ ଅବସ୍ଥିତ। ବ୍ରାହ୍ମଣୀ ନଦୀର ପତୁରିଆ ଅବବାହିକାରେ ଭଗବାନ ବିଷ୍ନୁଙ୍କର ଅନନ୍ତଶୟନ ମୁଦ୍ରାରେ ରହିଛନ୍ତି ନଗରଜା ଅନନ୍ତଙ୍କ ଫଣା ଭଗବାନ ବିଷ୍ନୁଙ୍କ ମୁକୁଟ ସଦୃଶ ପ୍ରଣୟ ମାନରୁ ଓ ଭଗବାନ ବିଷ୍ନୁଙ୍କ ନଭୀରୁ ଉତପର୍ଣ ପଦ୍ମ ସୁର୍ଷ୍ଟିକର୍ତା ବ୍ରହ୍ମଙ୍କୁ ଧାରଣ କରିଛି। ଭଗବାନ ବିଷ୍ନୁଙ୍କର ଅହି ଅନନ୍ତ ଶୟନ ମୁଦ୍ରା ବ୍ରାହ୍ମଣୀ ନଦୀରେ ଜଳରାଶି ଦ୍ଵାରା ପ୍ଳାବିତ ହୋଇଥାଏ। ଅହି ସ୍ଥାନକୁ ଆସିବାକୁ ହେଲେ ଢେଙ୍କାନାଳ ଠାରୁ ବସ କିମ୍ବା ଟ୍ଯାକ୍ସି ଯୋଗେ ଯାଇ ସରାଙ୍ଗର ଅହି ଅପୂର୍ବକୁ ଦୁର୍ସ୍ୟରଜକୁ ଦେଖିହେବା। ସେପ୍ଟେମ୍ବର ରୁ ଫେବ୍ରୁୟାରୀ ମଧ୍ୟରେ ପରିଦର୍ଶନ ଯିବାରେ ଉତୁକୃଷ୍ଟ ସମୟ ଅଟେ।

ବିମାନ ମାର୍ଗରେ
ନିକଟସ୍ଥ ବିମାନ ବନ୍ଦର ବିଜୁ ପଟନାୟକ ବିମାନ ବନ୍ଦର ଭୁବନେଶ୍ବର ଅଟେ । ଏଠାରୁ ଦୂରତା ୧୪୭ କି.ମି. ହେବ ।

ସଡ଼କ ପଥରେ
ଢେଙ୍କାନାଳ ବସଷ୍ଟାଣ୍ଡରୁ ଏହାର ଦୂରତା ୬୭ କି.ମି. ଏବଂ କାମାକ୍ଷାନଗର ବସଷ୍ଟାଣ୍ଡରୁ ଏହାର ଦୂରତା ୩୩ କି.ମି.ଅଟେ ।

ରେଳଗାଡ଼ିରେ
ନିକଟସ୍ଥ ରେଳ ଷ୍ଟେସନ ଢେଙ୍କାନାଳ ଅଟେ ଏବଂ ଏଠାରୁ ଦୂରତା ୬୭ କି.ମି. ଅଟେ ।