• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
ବର୍ଗ : ସଂସ୍କୃତି ଓ ଐତିହ୍ୟ, ପ୍ରାକୃତିକ, ଧାର୍ମିକ

ମହିମାଧର୍ମର ଧାର୍ମିକ ଓ ଐତିହାସିକ ମଧ୍ୟସ୍ଥଳ ଜୋରନ୍ଦା ମହିମା ଗୋସାଇଁ ସମାଧିପୀଠ, ଶୂନ୍ୟମନ୍ଦିର ଅନ୍ୟମନ୍ଦିର ଗାଦିମନ୍ଦିର ଏବଂ ଅନେକ ସାଧୁମାନଙ୍କର ମଧ୍ୟ ରହିଛି। ମାଘ ପୁର୍ଣିମା ସଭା ସାଧାରଣ ଭାବରେ ଇ॰ରାଜୀ ଜାନୁୟାରୀ ଓ ଫେବୃଆରୀ ମାସରେ ପଡିଥାଏ। ଏହିସମୟରେ ଯୋରନ୍ଦାରେ ବିଶ୍ଵପ୍ରସିଦ୍ଧ ମାଘମେଳା ହୋଇଥାଏ। ମହଣ ମହଣ ଘୃତ ବିଶ୍ବବାସୀଙ୍କ ମଙ୍ଗଳ ନିମନ୍ତେ ବିଶ୍ବବାସୀଙ୍କ ଉଦ୍ଵେଶରେ ଜଳାଯାଇଥାଏ। ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକ ଯୋରନ୍ଦା ମହିମାଗାଦିକୁ ପରିଦର୍ଶନରେ ଆସିଥାନ୍ତି। ଏହି ଧର୍ମର ମୁଖ୍ୟପ୍ରଚାରକ ମହିମା ଧର୍ମକୁ ସ୍ଵତତ୍ର ପରିଚୟ ଅନିଦେଇଛି।

ବିମାନ ମାର୍ଗରେ
ନିକଟସ୍ଥ ବିମାନ ବନ୍ଦର ବିଜୁ ପଟନାୟକ ବିମାନ ବନ୍ଦର ଭୁବନେଶ୍ବର ଅଟେ । ଏଠାରୁ କପିଳାଶ ପୀଠର ଦୂରତା ୧୦୬ କି.ମି. ହେବ ।

ସଡ଼କ ପଥରେ
ନିକଟସ୍ଥ ବସଷ୍ଟାଣ୍ଡ ଢେଙ୍କାନାଳ ଅଟେ ଏବଂ ଏଠାରୁ କପିଳାଶ ପୀଠର ଦୂରତା ୨୬ କି.ମି. ଅଟେ ।

ରେଳଗାଡ଼ିରେ
ନିକଟସ୍ଥ ରେଳ ଷ୍ଟେସନ ଢେଙ୍କାନାଳ ଅଟେ ଏବଂ ଏଠାରୁ କପିଳାଶ ପୀଠର ଦୂରତା ୨୬ କି.ମି. ଅଟେ ।