| S. No. | Title | Description | Office Name | Start Date | End Date | Download/Details |
|---|---|---|---|---|---|---|
| 101 | ମିନି ଷ୍ଟାଡିୟମ ଢେଙ୍କାନାଳରେ ତାରିଖ ୧୩.୦୧.୨୦୨୬ ରେ ଅନୁଷ୍ଠିତ ହେବାକୁ ଥିବା ନିଯୁକ୍ତି ମେଳାରେ ଷ୍ଟଲ ସ୍ଥାପନ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟକଳାପ ନିମନ୍ତେ ଟେଣ୍ଡର ବିଜ୍ଞପ୍ତି। | ମିନି ଷ୍ଟାଡିୟମ ଢେଙ୍କାନାଳରେ ତାରିଖ ୧୩.୦୧.୨୦୨୬ ରେ ଅନୁଷ୍ଠିତ ହେବାକୁ ଥିବା ନିଯୁକ୍ତି ମେଳାରେ ଷ୍ଟଲ ସ୍ଥାପନ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟକଳାପ ନିମନ୍ତେ ଟେଣ୍ଡର ବିଜ୍ଞପ୍ତି। |
23-12-2025 | 02-01-2026 -5.00 PM |
(5.03 MB) 1593
|
|
| 102 | ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା-୨୦୨୫ ପାଇଁ କ୍ୟାଟରିଂ ସେବା ପାଇଁ ଟେଣ୍ଡର ବାତିଲ ସୂଚନା। | ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା-୨୦୨୫ ପାଇଁ କ୍ୟାଟରିଂ ସେବା ପାଇଁ ଟେଣ୍ଡର ବାତିଲ ସୂଚନା। |
01-01-2026 | 01-01-2026 - |
(151.42 KB) 03
|
|
| 103 | ଜିଲ୍ଲା ଡାଇଗ୍ନୋଷ୍ଟିକ୍ ଲାବୋରେଟୋରୀ, ଢେଙ୍କାନାଳ ପାଇଁ ସେବା ପ୍ରଦାନକାରୀ ସଂସ୍ଥା ମାଧ୍ୟମରେ ଆଉଟସୋର୍ସିଂ ଆଧାରରେ "ଲାବୋରେଟୋରୀ ଟେକ୍ନିସିଆନଙ୍କ ନିଯୁକ୍ତି" ପାଇଁ ଟେଣ୍ଡର ଆହ୍ଵାନ ନୋଟିସ ପ୍ରକାଶନ। | ଜିଲ୍ଲା ଡାଇଗ୍ନୋଷ୍ଟିକ୍ ଲାବୋରେଟୋରୀ, ଢେଙ୍କାନାଳ ପାଇଁ ସେବା ପ୍ରଦାନକାରୀ ସଂସ୍ଥା ମାଧ୍ୟମରେ ଆଉଟସୋର୍ସିଂ ଆଧାରରେ "ଲାବୋରେଟୋରୀ ଟେକ୍ନିସିଆନଙ୍କ ନିଯୁକ୍ତି" ପାଇଁ ଟେଣ୍ଡର ଆହ୍ଵାନ ନୋଟିସ ପ୍ରକାଶନ। |
24-12-2025 | 30-12-2025 -4.00 PM |
(6.35 MB) 6524
|
|
| 104 | ବ୍ଲକ ଉନ୍ନୟନ ଅଧିକାରୀ, କାମାକ୍ଷାନଗରଙ୍କ ଦ୍ୱାରା ଟେଣ୍ଡର କଲ୍ ନୋଟିସ୍ ସଂଖ୍ୟା–04/2025-26 ଅନୁଯାୟୀ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ନିମନ୍ତେ ଟେଣ୍ଡର ବିଜ୍ଞପ୍ତି। | ବ୍ଲକ ଉନ୍ନୟନ ଅଧିକାରୀ, କାମାକ୍ଷାନଗରଙ୍କ ଦ୍ୱାରା ଟେଣ୍ଡର କଲ୍ ନୋଟିସ୍ ସଂଖ୍ୟା–04/2025-26 ଅନୁଯାୟୀ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ନିମନ୍ତେ ଟେଣ୍ଡର ବିଜ୍ଞପ୍ତି। |
15-12-2025 | 30-12-2025 -5.30 PM |
(1.91 MB) Tender ACR
|
|
| 105 | ଆମ ବସ୍ ଷ୍ଟାଣ୍ଡ, ପରଜଙ୍ଗ, ଢେଙ୍କାନାଳ ଠାରେ Facility Management System (FMS) ଯୋଗାଇବା ପାଇଁ ଏଜେନ୍ସି ଚୟନ ନିମନ୍ତେ ଟେଣ୍ଡର ବିଜ୍ଞପ୍ତି। | ଆମ ବସ୍ ଷ୍ଟାଣ୍ଡ, ପରଜଙ୍ଗ, ଢେଙ୍କାନାଳ ଠାରେ Facility Management System (FMS) ଯୋଗାଇବା ପାଇଁ ଏଜେନ୍ସି ଚୟନ ନିମନ୍ତେ ଟେଣ୍ଡର ବିଜ୍ଞପ୍ତି। |
12-12-2025 | 26-12-2025 -4.00 PM |
(1.94 MB) 580
|
|
| 106 | ଅଭିବ୍ୟକ୍ତି ପତ୍ର (Expression of Interest) – ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା (MKBY) ପାଇଁ କାର୍ଯ୍ୟନ୍ବୟନ କରୁଥିବା ଏଜେନ୍ସୀମାନଙ୍କର ଚୟନ। | ଅଭିବ୍ୟକ୍ତି ପତ୍ର (Expression of Interest) – ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା (MKBY) ପାଇଁ କାର୍ଯ୍ୟନ୍ବୟନ କରୁଥିବା ଏଜେନ୍ସୀମାନଙ୍କର ଚୟନ। |
04-12-2025 | 26-12-2025 -5.00 PM |
(15.24 MB) 30528
|
|
| 107 | “ଓଡ଼ିଶାରେ ବିସ୍ମୃତ ଖାଦ୍ୟ ଏବଂ ଅବହେଳିତ ଫସଲର ପୁନରୁଦ୍ଧାର ଓ ସ୍ଥାୟୀ ଘନୀଭୂତକରଣ” ପାଇଁ ଜିଲ୍ଲା ସ୍ତରରେ କ୍ଷେତ୍ର ସହଯୋଗୀ ସଂସ୍ଥା ନିୟୋଜନ ପାଇଁ ପ୍ରସ୍ତାବ ଆହ୍ଵାନ I | “ଓଡ଼ିଶାରେ ବିସ୍ମୃତ ଖାଦ୍ୟ ଏବଂ ଅବହେଳିତ ଫସଲର ପୁନରୁଦ୍ଧାର ଓ ସ୍ଥାୟୀ ଘନୀଭୂତକରଣ” ପାଇଁ ୫ ବର୍ଷ (୨୦୨୫-୨୬ ରୁ ୨୦୨୯-୩୦) ନିମନ୍ତେ ଜିଲ୍ଲା ସ୍ତରରେ କ୍ଷେତ୍ର ସହଯୋଗୀ ସଂସ୍ଥା ନିୟୋଜନ ପାଇଁ ପ୍ରସ୍ତାବ ଆହ୍ଵାନ I |
27-11-2025 | 25-12-2025 - |
(13 MB) RFP
|
|
| 108 | ଟେଣ୍ଡର ଆହ୍ଵାନ ନୋଟିସ ନମ୍ବର-୬୨୭୩/CDVO ତାରିଖ ୦୨-୧୨-୨୫ ର ଶୁଦ୍ଧିପତ୍ର। | Corrigendum to the Tender call Notice No-6273/CDVO Dt.02-12-25 of CDVO, Dhenkanal. |
19-12-2025 | 24-12-2025 -11.00 AM |
(173.89 KB) 6468
|
|
| 109 | ଢେଙ୍କାନାଳ ଆମ ବସ୍ ଷ୍ଟାଣ୍ଡ୍ ପରିସରରେ ଥିବା ୧୦ ଗୋଟି ଖାଲି ରୁମ୍, ଦୋକାନ/କାର୍ଯ୍ୟାଳୟ ରୁମ୍ ଲାଇସେନ୍ସ ପାଇଁ ଟେଣ୍ଡର ଆହ୍ୱାନ । | ଢେଙ୍କାନାଳ ଆମ ବସ୍ ଷ୍ଟାଣ୍ଡ୍ ପରିସରରେ ଥିବା ୧୦ ଗୋଟି ଖାଲି ରୁମ୍, ଦୋକାନ/କାର୍ଯ୍ୟାଳୟ ରୁମ୍ ଲାଇସେନ୍ସ ପାଇଁ ଟେଣ୍ଡର ଆହ୍ୱାନ । |
10-12-2025 | 24-12-2025 -4.00 PM |
(12.74 MB) 567
|
|
| 110 | ଶୁଦ୍ଧିପତ୍ର - ଟେଣ୍ଡର ନଂ.୪୭୪୯/SW ତାରିଖ ୧୧-୧୨-୨୦୨୫ ମାଧ୍ୟମରେ ଆମନ୍ତ୍ରିତ ବୈଷୟିକ ବିଡ୍ ଖୋଲିବା ସମୟ ବୃଦ୍ଧି I | ଶୁଦ୍ଧିପତ୍ର - ଟେଣ୍ଡର ନଂ.୪୭୪୯/SW ତାରିଖ ୧୧-୧୨-୨୦୨୫ ମାଧ୍ୟମରେ ଆମନ୍ତ୍ରିତ ବୈଷୟିକ ବିଡ୍ ଖୋଲିବା ସମୟ ବୃଦ୍ଧି I |
22-12-2025 | 23-12-2025 -3.30 PM |
(683.1 KB) 4897
|
- ମୂଳପୃଷ୍ଠା
- ଜିଲ୍ଲା ସମ୍ବନ୍ଧରେ
-
ନିର୍ଦ୍ଦେଶିକା
- ହେଲ୍ପଲାଇନ୍
- ଏସଟିଡି ଏବଂ ପିନ୍ କୋଡ୍
- ୱେବସାଇଟ୍ ଡିରେକ୍ଟୋରୀ
- ଟେଲିଫୋନ ନିର୍ଦ୍ଦେଶିକା
- ପ୍ରେସ ଏବଂ ମିଡିଆ
- ସାର୍ବଜନିକ ୟୁଟିଲିଟିଗୁଡିକ
- ବିଭାଗ
- ପର୍ଯ୍ୟଟନ
- ସୂଚନା
- ଦସ୍ତାବିଜ
- ନିର୍ବାଚନ
-
ଅଧିକ +
- ଜିଲ୍ଲା ଗେଜେଟିୟର
- ନିର୍ବାଚନ ଅଭିଲେଖାଗାର
- ଏମପିଏମବିଏମଡି
- ମିଡିଆ ଗ୍ୟାଲେରୀ
- ନାଗରିକ ସେବା
- ନାଗରିକ ଅଧିକାରପତ୍ର
- ଫର୍ମ
- ସୂଚନା ଅଧିକାର
- ଯୋଜନା
- ଢେଙ୍କାନାଳ ୩୬୦
- ସମାଧାନ