• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
S. No. Title Description Start Date End Date Download/Details
1 MPLAD ପାଣ୍ଠିର ହିସାବ ଖାତା ଅଡିଟ୍ କରିବା ପାଇଁ ଓଡ଼ିଶା ଭିତ୍ତିକ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ (CA) ଫାର୍ମଗୁଡ଼ିକ ଠାରୁ ସିଲ୍‌ କରାଯାଇଥିବା କୋଟେସନ୍ ଆହ୍ୱାନ କରାଯାଉଛି ।

ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଉପ-ନିର୍ଦ୍ଦେଶକ (ଯୋଜନା ଓ ପରିସଂଖ୍ୟାନ), ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ୟୁନିଟ୍ (DPMU), ଢେଙ୍କାନାଳଙ୍କ କାର୍ଯ୍ୟାଳୟ ଦ୍ୱାରା ପରିଚାଳିତ MPLAD ପାଣ୍ଠିର ହିସାବ ଖାତା ଅଡିଟ୍ କରିବା ପାଇଁ, ଭାରତର C&AGଙ୍କ ଦ୍ୱାରା ପଞ୍ଜିକୃତ (empanelled) ଏବଂ ବୈଧ GST ପ୍ରମାଣପତ୍ର ଥିବା ଓଡ଼ିଶା ଭିତ୍ତିକ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ (CA) ଫାର୍ମଗୁଡ଼ିକ ଠାରୁ ସିଲ୍‌ କରାଯାଇଥିବା କୋଟେସନ୍ ଆହ୍ୱାନ କରାଯାଉଛି ।

05-05-2026 13-05-2026 -10.00 AM (1.51 MB) 804 MPLAD ପାଣ୍ଠିର ହିସାବ ଖାତା ଅଡିଟ୍ କରିବା ପାଇଁ ଓଡ଼ିଶା ଭିତ୍ତିକ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ (CA) ଫାର୍ମଗୁଡ଼ିକ ଠାରୁ ସିଲ୍‌ କରାଯାଇଥିବା କୋଟେସନ୍ ଆହ୍ୱାନ କରାଯାଉଛି ।