| କ୍ରମିକ ସଂଖ୍ୟା | ବିଷୟ | ବର୍ଣ୍ଣନା | ଆରମ୍ଭ ତାରିଖ | ଶେଷ ତାରିଖ | ଦେଖନ୍ତୁ/ଡାଉନଲୋଡ୍ |
|---|---|---|---|---|---|
| 1 | ୦୧-୦୪-୨୦୨୬ ରୁ ୩୦-୦୪-୨୦୨୬ ପର୍ଯ୍ୟନ୍ତ ଢେଙ୍କାନାଳ ଅଞ୍ଚଳର ବିଭିନ୍ନ ସ୍ଥାନରେ ଭାରୀ ଟ୍ରକ୍/ ଟ୍ରେଲର୍/ ଯାନବାହାନ ଚଳାଚଳ ଉପରେ କଟକଣା କିମ୍ବା ନିଷେଧାଦେଶ। | ୦୧-୦୪-୨୦୨୬ ରୁ ୩୦-୦୪-୨୦୨୬ ପର୍ଯ୍ୟନ୍ତ ଢେଙ୍କାନାଳ ଅଞ୍ଚଳର ବିଭିନ୍ନ ସ୍ଥାନରେ ଭାରୀ ଟ୍ରକ୍/ ଟ୍ରେଲର୍/ ଯାନବାହାନ ଚଳାଚଳ ଉପରେ କଟକଣା କିମ୍ବା ନିଷେଧାଦେଶ। |
01-04-2026 | 30-04-2026 |
|
| 2 | ୨୦୨୬ ଏପ୍ରିଲ ମାସ ପାଇଁ ଢେଙ୍କାନାଳ ଜିଲ୍ଲାରେ ଭ୍ରାମ୍ୟମାଣ ଚକ୍ଷୁ ୟୁନିଟ୍ ର ଗସ୍ତ କାର୍ଯ୍ୟସୂଚୀ। | ୨୦୨୬ ଏପ୍ରିଲ ମାସ ପାଇଁ ଢେଙ୍କାନାଳ ଜିଲ୍ଲାରେ ଭ୍ରାମ୍ୟମାଣ ଚକ୍ଷୁ ୟୁନିଟ୍ ର ଗସ୍ତ କାର୍ଯ୍ୟସୂଚୀ। |
01-04-2026 | 30-04-2026 |
|
| 3 | ଢେଙ୍କାନାଳ ଅଞ୍ଚଳ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଯାନବାହନ ଚଳାଚଳ ଉପରେ କଟକଣା ଏବଂ ସର୍ବାଧିକ ଗତିସୀମା ନିର୍ଦ୍ଧାରଣ (ତାରିଖ ୧୫-୦୩-୨୦୨୬ ରୁ ୧୪-୦୪-୨୦୨୬ ପର୍ଯ୍ୟନ୍ତ, ଅର୍ଥାତ୍ ଏକ ମାସ ପାଇଁ)। | ଢେଙ୍କାନାଳ ଅଞ୍ଚଳ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଯାନବାହନ ଚଳାଚଳ ଉପରେ କଟକଣା ଏବଂ ସର୍ବାଧିକ ଗତିସୀମା ନିର୍ଦ୍ଧାରଣ (ତାରିଖ ୧୫-୦୩-୨୦୨୬ ରୁ ୧୪-୦୪-୨୦୨୬ ପର୍ଯ୍ୟନ୍ତ, ଅର୍ଥାତ୍ ଏକ ମାସ ପାଇଁ)। |
15-03-2026 | 14-04-2026 |
|
| 4 | ମାର୍ଚ୍ଚ-୨୦୨୬ ମାସ ପାଇଁ ଢେଙ୍କାନାଳ ଜିଲ୍ଲାରେ ଭ୍ରାମ୍ୟମାଣ ଚକ୍ଷୁ ଚିକିତ୍ସା ୟୁନିଟ୍ର ପରିଭ୍ରମଣ ସୂଚୀ । | ମାର୍ଚ୍ଚ-୨୦୨୬ ମାସ ପାଇଁ ଢେଙ୍କାନାଳ ଜିଲ୍ଲାରେ ଭ୍ରାମ୍ୟମାଣ ଚକ୍ଷୁ ଚିକିତ୍ସା ୟୁନିଟ୍ର ପରିଭ୍ରମଣ ସୂଚୀ । |
01-03-2026 | 31-03-2026 |
|
| 5 | ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ତାରିଖ ୦୧.୦୧.୨୦୨୬ ରୁ ୩୧.୦୧.୨୦୨୬ ପର୍ଯ୍ୟନ୍ତ ଏକ ମାସ ପାଇଁ ଭାରୀ ମୋଟର ଯାନ ଚଳାଚଳ ଉପରେ ପ୍ରତିବନ୍ଧକ ସୂଚନା। | ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ତାରିଖ ୦୧.୦୧.୨୦୨୬ ରୁ ୩୧.୦୧.୨୦୨୬ ପର୍ଯ୍ୟନ୍ତ ଏକ ମାସ ପାଇଁ ଭାରୀ ମୋଟର ଯାନ ଚଳାଚଳ ଉପରେ ପ୍ରତିବନ୍ଧକ ସୂଚନା। |
01-01-2026 | 31-01-2026 |
|
| 6 | ଢେଙ୍କାନାଳ ଅଞ୍ଚଳର ବିଭିନ୍ନ ଅଞ୍ଚଳରେ ୧୫-୧୨-୨୦୨୫ ରୁ ୧୪-୦୧-୨୦୨୬ ସର୍ବାଧିକ ଗତି ଏବଂ ଯାନବାହାନ ଚଳାଚଳ ଉପରେ ପ୍ରତିବନ୍ଧକ ସ୍ଥିର କରିବା ନିମନ୍ତେ ସୂଚନା । | ଢେଙ୍କାନାଳ ଅଞ୍ଚଳର ବିଭିନ୍ନ ଅଞ୍ଚଳରେ ୧୫-୧୨-୨୦୨୫ ରୁ ୧୪-୦୧-୨୦୨୬ ସର୍ବାଧିକ ଗତି ଏବଂ ଯାନବାହାନ ଚଳାଚଳ ଉପରେ ପ୍ରତିବନ୍ଧକ ସ୍ଥିର କରିବା ନିମନ୍ତେ ସୂଚନା । |
15-12-2025 | 14-01-2026 |
|
| 7 | TSM Half Marathon ୨୦୨୬ର ତୃତୀୟ ସଂସ୍କରଣର ସୁଗମ ପରିଚାଳନା ପାଇଁ ୯ ଏବଂ ୧୦ ଜାନୁଆରୀ ୨୦୨୬ରେ ଟାଙ୍ଗୀ କପିଳାଶ ଆଡକୁ ସମସ୍ତ ଯାନବାହନ ଚଳାଚଳ ଉପରେ କଟକଣା ସୂଚନା। | Tata Steel Meramundali Half Marathon ୨୦୨୬ର ତୃତୀୟ ସଂସ୍କରଣର ସୁଗମ ପରିଚାଳନା ପାଇଁ ୯ ଏବଂ ୧୦ ଜାନୁଆରୀ ୨୦୨୬ରେ ଟାଙ୍ଗୀ କପିଳାଶ ଆଡକୁ ସମସ୍ତ ଯାନବାହନ (୨ ଚକିଆ / ୩ ଚକିଆ ୪ ଚକିଆ / ମାଲବାହୀ ଯାନ / ବସ୍) ଚଳାଚଳ ଉପରେ କଟକଣା ସୂଚନା। |
09-01-2026 | 10-01-2026 |
|
- ମୂଳପୃଷ୍ଠା
- ଜିଲ୍ଲା ସମ୍ବନ୍ଧରେ
- ନିର୍ଦ୍ଦେଶିକା
- ବିଭାଗ
- ପର୍ଯ୍ୟଟନ
- ସୂଚନା
- ଦସ୍ତାବିଜ
- ନିର୍ବାଚନ
- ଅଧିକ +
- ଜିଲ୍ଲା ଗେଜେଟିୟର
- ନିର୍ବାଚନ ଅଭିଲେଖାଗାର
- ଏମପିଏମବିଏମଡି
- ମିଡିଆ ଗ୍ୟାଲେରୀ
- ନାଗରିକ ସେବା
- ନାଗରିକ ଅଧିକାରପତ୍ର
- ଫର୍ମ
- ସୂଚନା ଅଧିକାର
- ଯୋଜନା
- ଢେଙ୍କାନାଳ ୩୬୦
- ସମାଧାନ