• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
S. No. Title Description Start Date End Date Documents
1 ଢେଙ୍କାନାଳର ସିମିନଇ, ସ୍ଥିତ ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ, ପ୍ରଜ୍ଞାବିହାର ରେ ଅତିଥି ଅଧ୍ୟାପକ/ଅଧ୍ୟାପିକା (Guest Faculty) ନିଯୁକ୍ତି ପାଇଁ ସାକ୍ଷାତକାର (Walk-in-Interview)। ଢେଙ୍କାନାଳର ସିମିନଇ,  ସ୍ଥିତ ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ, ପ୍ରଜ୍ଞାବିହାର ରେ ଅତିଥି ଅଧ୍ୟାପକ/ଅଧ୍ୟାପିକା (Guest Faculty) ନିଯୁକ୍ତି ପାଇଁ ସାକ୍ଷାତକାର (Walk-in-Interview)। 10-07-2026 11-07-2026
2 ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଢେଙ୍କାନାଳରେ ଅତିଥି ଅଧ୍ୟାପକ/ଅଧ୍ୟାପିକା ନିଯୁକ୍ତି ପାଇଁ ସାକ୍ଷାତକାର (Walk-in-Interview) । ତାରିଖ: ୧୭-୦୬-୨୦୨୬, ସମୟ: ସକାଳ ୧୦.୦୦ ଟା ରୁ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଢେଙ୍କାନାଳରେ ଅତିଥି ଅଧ୍ୟାପକ/ଅଧ୍ୟାପିକା ନିଯୁକ୍ତି ପାଇଁ ସାକ୍ଷାତକାର (Walk-in-Interview) । ତାରିଖ: ୧୭-୦୬-୨୦୨୬, ସମୟ: ସକାଳ ୧୦.୦୦ ଟା ରୁ 11-06-2026 17-06-2026
3 ଯୋଗ ପ୍ରଶିକ୍ଷକ (ଅଂଶକାଳୀନ) ପଦବୀ ନିମନ୍ତେ କାଉନସେଲିଂ ଏବଂ ଦସ୍ତାବେଜ ଯାଞ୍ଚ ପାଇଁ ବିଜ୍ଞପ୍ତି। ଯୋଗ ପ୍ରଶିକ୍ଷକ (ଅଂଶକାଳୀନ) ପଦବୀ ନିମନ୍ତେ କାଉନସେଲିଂ ଏବଂ ଦସ୍ତାବେଜ ଯାଞ୍ଚ ପାଇଁ ବିଜ୍ଞପ୍ତି। 24-04-2026 06-05-2026
4 ଢେଙ୍କାନାଳ CDM&PHO କାର୍ଯ୍ୟାଳୟ ଦ୍ୱାରା ୧୧ ମାସିଆ ଚୁକ୍ତିଭିତ୍ତିକ ସ୍ଥିର ଦରମା ମାଧ୍ୟମରେ ବିଶେଷଜ୍ଞ ଏବଂ ଅତି-ବିଶେଷଜ୍ଞ ପଦବୀ (ଅଂଶକାଳୀନ/ପୂର୍ଣ୍ଣକାଳୀନ) ପୂରଣ ପାଇଁ Walk-in-Interview ଆହ୍ୱାନ କରାଯାଇଛି। ଢେଙ୍କାନାଳ CDM&PHO କାର୍ଯ୍ୟାଳୟ ଦ୍ୱାରା ୧୧ ମାସିଆ ଚୁକ୍ତିଭିତ୍ତିକ ସ୍ଥିର ଦରମା ମାଧ୍ୟମରେ ବିଶେଷଜ୍ଞ ଏବଂ ଅତି-ବିଶେଷଜ୍ଞ  ପଦବୀ (ଅଂଶକାଳୀନ/ପୂର୍ଣ୍ଣକାଳୀନ) ପୂରଣ ପାଇଁ Walk-in-Interview ଆହ୍ୱାନ କରାଯାଇଛି। ସାକ୍ଷାତକାରର ତାରିଖ: ୩୧-୦୩-୨୦୨୬। 18-03-2026 31-03-2026
5 ଢେଙ୍କାନାଳ ଜିଲ୍ଲାର ସମସ୍ତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଚୁକ୍ତିଭିତ୍ତିକ ଶିକ୍ଷକ ଚୟନ ନିମନ୍ତେ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନ ପତ୍ର ଆହ୍ୱାନ କରାଯାଉଛି। ଢେଙ୍କାନାଳ ଜିଲ୍ଲାର ସମସ୍ତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଚୁକ୍ତିଭିତ୍ତିକ ଶିକ୍ଷକ ଚୟନ ନିମନ୍ତେ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନ ପତ୍ର ଆହ୍ୱାନ କରାଯାଉଛି। 24-02-2026 15-03-2026
6 ୨୦୨୬-୨୦୨୭ ଶିକ୍ଷାବର୍ଷ ପାଇଁ DSMHS ସ୍କୁଲରେ ଚୁକ୍ତିଭିତ୍ତିକ ଭିତ୍ତିରେ ଚତୁର୍ଥ ଶ୍ରେଣୀ (ପିଅନ) ନିଯୁକ୍ତି ପାଇଁ Walk-in-Interview. ତାରିଖ ୨୮-୦୧-୨୦୨୬ ସକାଳ ୧୦.୦୦ ରୁ ଅପରାହ୍ନ ୨.୦୦ ପର୍ଯ୍ୟନ୍ତ ୨୦୨୬-୨୦୨୭ ଶିକ୍ଷାବର୍ଷ ପାଇଁ DSMHS ସ୍କୁଲରେ ଚୁକ୍ତିଭିତ୍ତିକ ଭିତ୍ତିରେ ଚତୁର୍ଥ ଶ୍ରେଣୀ (ପିଅନ) ନିଯୁକ୍ତି ପାଇଁ Walk-in-Interview.  ତାରିଖ ୨୮-୦୧-୨୦୨୬ ସକାଳ ୧୦.୦୦ ରୁ ଅପରାହ୍ନ ୨.୦୦ ପର୍ଯ୍ୟନ୍ତ 28-01-2026 28-01-2026
  • 12 (362.36 KB)
7 ଜିଲ୍ଲା ଖାଉଟି ବିବାଦ ସମାଧାନ ଆୟୋଗ ଢେଙ୍କାନାଳ ଓଡିଶାରେ ମଧ୍ୟସ୍ଥତା ପଦବୀ ପାଇଁ ତାଲିକାଭୁକ୍ତ ହେବା ପାଇଁ ଦରଖାସ୍ତ ଆହ୍ୱାନ କରାଯାଉଛି ଜିଲ୍ଲା ଖାଉଟି ବିବାଦ ସମାଧାନ ଆୟୋଗ ଢେଙ୍କାନାଳ ଓଡିଶାରେ ମଧ୍ୟସ୍ଥତା ପଦବୀ ପାଇଁ ତାଲିକାଭୁକ୍ତ ହେବା ପାଇଁ ଦରଖାସ୍ତ ଆହ୍ୱାନ କରାଯାଉଛି 18-05-2023 30-05-2023
8 ଓଡିଶା ଜୀବିକା ମିଶନ ଅଧିନରେ ଢେଙ୍କାନାଳ ସଦର ବ୍ଲକର କମ୍ୟୁନିଟି କ୍ୟାଡର କର୍ମଚାରୀଙ୍କ ବିଜ୍ଞାପନ ଓଡିଶା ଜୀବିକା ମିଶନ ଅଧିନରେ ଢେଙ୍କାନାଳ ସଦର ବ୍ଲକର କମ୍ୟୁନିଟି କ୍ୟାଡର କର୍ମଚାରୀଙ୍କ ବିଜ୍ଞାପନ 16-05-2023 20-05-2023
9 ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଓଏଭିମାନଙ୍କ ଶିକ୍ଷକମାନଙ୍କ ପାଇଁ ସମୂହ ସାକ୍ଷାତକାର ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଓଏଭିମାନଙ୍କ ଶିକ୍ଷକମାନଙ୍କ ପାଇଁ ସମୂହ ସାକ୍ଷାତକାର   09-05-2023 24-05-2023
10 ଗ୍ରାମ ବିପର୍ୟ୍ୟୟ ପରିଚାଳନା ଯୋଜନା-୨୦୨୩ ପ୍ରସ୍ତୁତି ନିମନ୍ତେ NGOs ଚୟନ ନିମନ୍ତେ ବିଜ୍ଞାପନ ଗ୍ରାମ ବିପର୍ୟ୍ୟୟ ପରିଚାଳନା ଯୋଜନା-୨୦୨୩ ପ୍ରସ୍ତୁତି ନିମନ୍ତେ NGOs ଚୟନ ନିମନ୍ତେ ବିଜ୍ଞାପନ  18-04-2023 27-04-2023
11 ଲେଡି ସୁପରଭାଇଜର ଓ ଜୁନିୟର ଆସିଷ୍ଟାଣ୍ଟ ପଦବୀ ପାଇଁ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିୟୁକ୍ତି ପାଇଁ ବିଜ୍ଞାପନ। (ପରିସଙ୍ଖ୍ୟାନ) ଲେଡି ସୁପରଭାଇଜର ଓ ଜୁନିୟର ଆସିଷ୍ଟାଣ୍ଟ ପଦବୀ ପାଇଁ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିୟୁକ୍ତି ପାଇଁ ବିଜ୍ଞାପନ। (ପରିସଙ୍ଖ୍ୟାନ), ଡିଏସଡବ୍ଲୁଓ ଢେଙ୍କାନାଳ।  31-03-2023 20-04-2023
12 ଅଗ୍ନିବୀରଭାୟୁ ଅଗ୍ନିପଥ ଯୋଜନା (ଭାରତୀୟ ବାୟୁସେନା) ଅଧୀନରେ ନିୟୁକ୍ତି ଅଗ୍ନିବୀରଭାୟୁ ଅଗ୍ନିପଥ ଯୋଜନା (ଭାରତୀୟ ବାୟୁସେନା) ଅଧୀନରେ ନିୟୁକ୍ତି  17-03-2023 31-03-2023