ବିପିଏଲ ତାଲିକା ଅନ୍ତର୍ଭୁକ୍ତ ୪୦ବର୍ଷରୁ ଉର୍ଦ୍ଧ ବିଧବାମାନଙ୍କୁ ଭତ୍ତା ପ୍ରଦାନ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ ।ଏହି ଯୋଜନାରେ ମାସିକ ୩୦୦ ଟଙ୍କା ଭତ୍ତା ପ୍ରଦାନ କରାଯାଇଥାଏ ।
ଯାଆନ୍ତୁ: http://ssepd.gov.in/?q=node/22
ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟ।ଳୟ
ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟ।ଳୟ, ବି ବି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଢେଙ୍କାନାଳ
ସ୍ଥାନ : ଢେଙ୍କାନାଳ | ସହର : ଢେଙ୍କାନାଳ | ପିନ କୋଡ୍ : ୭୫୯୦୦୧