• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
Sr. No. Title Description Start Date End Date Download/Details
1 ଫ୍ଲାଏ ଆଶ୍ (ପାଉଁଶ) ନିଷ୍କାସନ ନିମନ୍ତେ କ୍ଲଷ୍ଟର ଭିତ୍ତିକ ପରିତ୍ୟକ୍ତ ପଥର ଖଣିଗୁଡ଼ିକର ଅସ୍ଥାୟୀ ଲିଜ୍ କିମ୍ବା ଆବଣ୍ଟନ ପାଇଁ ନିର୍ଦ୍ଧାରିତ ଫର୍ମରେ ଆବେଦନ ଆହ୍ୱାନ କରାଯାଉଛି।

ସଂକଳ୍ପ ସଂଖ୍ୟା ୨୪୫୮୭/R&DM, ତାରିଖ ୦୭-୦୭-୨୦୨୫ ର ଅନୁପାଳନ ପୂର୍ବକ, ଫ୍ଲାଏ ଆଶ୍ (Fly Ash) ବା ପାଉଁଶ ନିଷ୍କାସନ ପାଇଁ କ୍ଲଷ୍ଟର ଭିତ୍ତିକ ପରିତ୍ୟକ୍ତ ପଥର ଖଣିଗୁଡ଼ିକର ଅସ୍ଥାୟୀ ଲିଜ୍ କିମ୍ବା ଆବଣ୍ଟନ ନିମନ୍ତେ ପାଉଁଶ ସୃଷ୍ଟିକାରୀ କମ୍ପାନୀ କିମ୍ବା ବିଦ୍ୟୁତ ପ୍ରକଳ୍ପଗୁଡ଼ିକ ଠାରୁ ନିର୍ଦ୍ଧାରିତ ଫର୍ମରେ ଆବେଦନ ଆହ୍ୱାନ କରାଯାଉଛି।

04-04-2026 19-04-2026 5632.pdf (8.69 MB)
2 ଢେଙ୍କାନାଳ ଜିଲ୍ଲାର ଓଡ଼ିଶା ଆଦର୍ଶ ବିଦ୍ୟାଳୟ, କଙ୍କଡାହାଡ ଏବଂ ଭୁବନ ଛାତ୍ରାବାସ ଓ ଛାତ୍ରୀନିବାସ ରେ ଚୁକ୍ତିଭିତ୍ତିକ ନିଯୋଜନ ନିମନ୍ତେ ଯୋଗ୍ୟ ପାର୍ଥୀ/ପାର୍ଥୀନୀଙ୍କ ଠାରୁ ଦରଖାସ୍ତ ଆହ୍ଵାନ କରାଯାଉଛି ।

ଢେଙ୍କାନାଳ ଜିଲ୍ଲାର ଓଡ଼ିଶା ଆଦର୍ଶ ବିଦ୍ୟାଳୟ, କଙ୍କଡାହାଡ ଏବଂ ଭୁବନ  ଛାତ୍ରାବାସ ଓ ଛାତ୍ରୀନିବାସ ରେ ବିଭିନ୍ନ ପଦବୀ ଗୁଡିକରେ ଚୁକ୍ତିଭିତ୍ତିକ ନିଯୋଜନ ନିମନ୍ତେ ଯୋଗ୍ୟ ପାର୍ଥୀ/ପାର୍ଥୀନୀଙ୍କ ଠାରୁ ନିର୍ଧାରିତ ଫର୍ମରେ ଦରଖାସ୍ତ ଆହ୍ଵାନ କରାଯାଉଛି ।

20-03-2026 15-04-2026 Oav Advertisement.pdf (1.07 MB)
3 ଢେଙ୍କାନାଳ ଜିଲ୍ଲାର ପରିତ୍ୟକ୍ତ ପଥର ଖଣିଗୁଡ଼ିକରେ ଫ୍ଲାଇ-ଆସ୍ (Fly Ash) ବା ପାଉଁଶ ଭରଣ କରିବା ନିମନ୍ତେ ଏହି ବିଜ୍ଞାପନ ପ୍ରକାଶ କରାଯାଉଛି ।

ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ସଂକଳ୍ପ ସଂଖ୍ୟା ୨୪୫୮୭, ତାରିଖ ୦୭-୦୭-୨୦୨୫ ଅନୁଯାୟୀ, ଢେଙ୍କାନାଳ ଜିଲ୍ଲାର ପରିତ୍ୟକ୍ତ ପଥର ଖଣିଗୁଡ଼ିକରେ ଫ୍ଲାଇ-ଆସ୍ (Fly Ash) ବା ପାଉଁଶ ଭରଣ କରିବା ନିମନ୍ତେ ଏହି ବିଜ୍ଞାପନ ପ୍ରକାଶ କରାଯାଉଛି ।

11-02-2026 25-02-2026 2579.pdf (10.49 MB)
4 ଢେଙ୍କାନାଳ ସଦର ସମନ୍ଵିତ ଶିଶୁ ବିକାଶ ଅଧୀନରେ ଅଙ୍ଗନୱାଡି କେନ୍ଦ୍ର ଗୋବିନ୍ଦପୁର-ଗ ର ଅଙ୍ଗନୱାଡି କର୍ମୀ ପଦବୀ ପାଇଁ ବିଜ୍ଞାପନ ପ୍ରକାଶନ।

 ଢେଙ୍କାନାଳ ସଦର ସମନ୍ଵିତ ଶିଶୁ ବିକାଶ ଅଧୀନରେ  ଅଙ୍ଗନୱାଡି କେନ୍ଦ୍ର  ଗୋବିନ୍ଦପୁର-ଗ ର ଅଙ୍ଗନୱାଡି କର୍ମୀ ପଦବୀ ପାଇଁ ବିଜ୍ଞାପନ ପ୍ରକାଶନ।

10-12-2025 24-12-2025 Notification of AWW for Govindpur-C AWC_20251208_0001.pdf (311.74 KB)
5 ଶିଶୁ ବିକାଶ ପ୍ରକଳ୍ପ ଢେଙ୍କାନାଳ ସଦର ଅଧୀନରେ AWH (ଅଙ୍ଗନୱାଡି ହେଲପର) ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ସମ୍ବନ୍ଧରେ।

ଶିଶୁ ବିକାଶ  ପ୍ରକଳ୍ପ ଢେଙ୍କାନାଳ ସଦର ଅଧୀନରେ AWH (ଅଙ୍ଗନୱାଡି ହେଲପର) ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ସମ୍ବନ୍ଧରେ।

27-11-2025 11-12-2025 Notification for AWHs for Phuljhari Sahi and 6 other AWCs_20251125_0001.pdf (2.65 MB)
6 ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୱାର୍ଡେନ୍, ମୁଖ୍ୟ ରୋଷେୟା, ସହାୟକ ରୋଷେୟା ଏବଂ ଚୌକିଦାର୍-କମ୍-ସୁଇପର୍ ନିଯୁକ୍ତି ପାଇଁ ସାକ୍ଷାତକାର ସମ୍ବନ୍ଧରେ ସାଧାରଣ ସୂଚନା।

ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୱାର୍ଡେନ୍, ମୁଖ୍ୟ ରୋଷେୟା, ସହାୟକ ରୋଷେୟା ଏବଂ ଚୌକିଦାର୍-କମ୍-ସୁଇପର୍ ନିଯୁକ୍ତି ପାଇଁ ସାକ୍ଷାତକାର ସମ୍ବନ୍ଧରେ ସାଧାରଣ ସୂଚନା।

22-11-2025 03-12-2025 public notice_reg hostel.pdf (352.55 KB)
7 ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମହିଷାପାଟର ବାଳକ ଛତ୍ରାବାସ ନିମନ୍ତେ ଚୁକ୍ତି ଭିତ୍ତିକ ସହାୟକ ରୋଷେୟା ପାଇଁ ନିଯୁକ୍ତି ବିଜ୍ଞପ୍ତି

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମହିଷାପାଟର ବାଳକ ଛତ୍ରାବାସ ନିମନ୍ତେ ଚୁକ୍ତି  ଭିତ୍ତିକ  ସହାୟକ ରୋଷେୟା ପାଇଁ ନିଯୁକ୍ତି ବିଜ୍ଞପ୍ତି

22-11-2025 01-12-2025 advt. assistant cook boys hostel.pdf (1.93 MB)