ବିପିଏଲ ତାଲିକା ଅନ୍ତର୍ଭୁକ୍ତ ୧୮ ବର୍ଷରୁ ଉର୍ଦ୍ଧ ଏବଂ ଶତକଡା ୮୦ରୁ ଉର୍ଦ୍ଧ ଭିନ୍ନକ୍ଷମମାନଙ୍କୁ ଭତ୍ତା ପ୍ରଦାନ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ ।ଏହି ଯୋଜନାରେ ମାସିକ ୩୦୦ ଟଙ୍କା ଭତ୍ତା ପ୍ରଦାନ କରାଯାଇଥାଏ ।
ଯାଆନ୍ତୁ: http://ssepd.gov.in/?q=node/23
ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟ।ଳୟ
ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟ।ଳୟ, ବି ବି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଢେଙ୍କାନାଳ
ସ୍ଥାନ : ଢେଙ୍କାନାଳ | ସହର : ଢେଙ୍କାନାଳ | ପିନ କୋଡ୍ : ୭୫୯୦୦୧