ଅନଲାଇନରେ ଅଭିଯୋଗ ସମାଧାନ
ଜନସାଧାରଣଙ୍କ ଆପତ୍ତି ଅଭିଯୋଗ ସମାଧାନ ପାଇଁ ଓଡିଶା ସରକାର ଅନଲାଇନ ସେବା ଯୋଗାଇ ଦେଇଅଛନ୍ତି । ଏହି ସେବାକୁ ଉପଯୋଗ କରି ସାଧାରଣ ନାଗରିକ ନିଜର ସମସ୍ୟା ମାନନୀୟ ମୁଖ୍ୟମନ୍ତ୍ରୀଙ୍କ ଠାରେ ଉପସ୍ଥାପନ କରିପାରିବେ । ଅଭିଯୋଗ ଜଣାଇବାକୁ ଏହି ୱେବସାଇଟର ଉପଯୋଗ କରନ୍ତୁ https://janasunani.odisha.gov.in
ଯାଆନ୍ତୁ: https://janasunani.odisha.gov.in/
ଜିଲ୍ଲାପାଳ କାର୍ଯ୍ୟ।ଳୟ
ଜିଲ୍ଲାପାଳ କାର୍ଯ୍ୟ।ଳୟ, ଢେଙ୍କାନାଳ
ସ୍ଥାନ : ଢେଙ୍କାନାଳ | ସହର : ଢେଙ୍କାନାଳ | ପିନ କୋଡ୍ : ୭୫୯୦୦୧