• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
S. No. Description Start Date End Date Download
1
ଗତ ତା ୧୮-୦୫-୨୦୨୬ ରିଖର ଚିଠି ସଂଖ୍ୟା ୧୧୮୮ ମାଧ୍ୟମରେ ପ୍ରକାଶିତ ଶୁଦ୍ଧିପତ୍ରର ଆଂଶିକ ସଂଶୋଧନ ପୂର୍ବକ, ଏତଦ୍ୱାରା ସମସ୍ତ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି ଯେ, ପ୍ରଶାସନିକ କାରଣରୁ ଲଟେରି ପ୍ରକ୍ରିୟା ସମ୍ବନ୍ଧୀୟ ତାରିଖକୁ ପରିବର୍ତ୍ତନ/ସଂଶୋଧନ କରାଯାଇଛି।
26-05-2026 29-05-2026 1226 (2.09 MB)ଢେଙ୍କାନାଳ ଜିଲ୍ଲାର ଆଇ.ଏମ.ଏଫ.ଏଲ. ଅଫ୍ (IMFL OFF) ବିଦେଶୀ ମଦ ଦୋକାନଗୁଡ଼ିକର ବିକ୍ରୟ ବିଜ୍ଞପ୍ତିର ଶୁଦ୍ଧିପତ୍ର।