• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
S. No. Title Description Start Date End Date Download/Details
1 ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଏଜେନ୍ସି ଚୟନ କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଢେଙ୍କାନାଳଙ୍କ ପକ୍ଷରୁ ପ୍ରସ୍ତାବ ଆହ୍ୱାନ କରାଯାଉଛି।

ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ପାରାମେଡିକ୍ସ (Paramedics), ନର୍ସିଂ (Nursing) ଏବଂ ଅନ୍ୟାନ୍ୟ ବୈଷୟିକ ପରିଚାଳନା ସେବା (Other Techno-Managerial Services) ଯୋଗାଇଦେବା ନିମନ୍ତେ ଏକ ଦକ୍ଷ ସଂସ୍ଥା/ଏଜେନ୍ସି ଚୟନ କରିବା ପାଇଁ ଜିଲ୍ଲା ମୁଖ୍ୟ  ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଢେଙ୍କାନାଳଙ୍କ ପକ୍ଷରୁ ପ୍ରସ୍ତାବ ଆହ୍ୱାନ କରାଯାଉଛି।

08-05-2026 29-05-2026 -1.00 PM (29.43 MB) RFP ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଏଜେନ୍ସି ଚୟନ କରିବା ପାଇଁ ଜିଲ୍ଲା ମୁଖ୍ୟ  ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଢେଙ୍କାନାଳଙ୍କ ପକ୍ଷରୁ ପ୍ରସ୍ତାବ ଆହ୍ୱାନ କରାଯାଉଛି।