ଢେଙ୍କାନାଳ ଜିଲ୍ଲା ୩ଗୋଟି ଉପଖଣ୍ଡ ଢେଙ୍କାନାଳ ସଦର, କାମାକ୍ଷାନଗର ଏବଂ ହିନ୍ଦୋଳକୁ ନେଇ ଗଠିତ। ସେହିପରି ୮ଗୋଟି ଗୋଷ୍ଠୀ ଉନ୍ନୟନ ଯଥା- ଢେଙ୍କାନାଳ ସଦର, ଭୁବନ, ଗନ୍ଦିଆ, ହିନ୍ଦୋଳ, କାମାକ୍ଷାନଗର, କଙ୍କଡାହାଡ, ଓଡାପଡା ଏବଂ ପରଜଙ୍ଗ ଆଦି ନାମରେ ବ୍ଲକ ରହିଅଛି ।

ଢେଙ୍କାନାଳ ସଦର ସବଡିଭିଜନ ଅଧୀନରେ ଥିବା ବ୍ଲକ
କ୍ର.ନ॰ବ୍ଲକ ନାମ
ଢେଙ୍କାନାଳ ସଦର
ଗନ୍ଦିଆ
ଓଡାପଡା

 

କାମାକ୍ଷାନଗର ସବଡିଭିଜନ ଅଧୀନରେ ଥିବା ବ୍ଲକ
କ୍ର.ନ॰ବ୍ଲକ ନାମ
କାମାକ୍ଷାନଗର
ଭୁବନ
କଙ୍କଡାହାଡ
ପରଜଙ୍ଗ

 

ହିନ୍ଦୋଳ ସବଡିଭିଜନ ଅଧୀନରେ ଥିବା ବ୍ଲକ
କ୍ର.ନ॰ବ୍ଲକ ନାମ
ହିନ୍ଦୋଳ